Odia News Portal

ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ, ୩୫୭ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୦୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୩୫ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରବି କେନ୍ଦ୍ରସ୍ଥ ଯୋଗୁ ପାରିବାରିକ ସ୍ଥିତି ଭଲ ରହିଲେ ମଧ୍ୟ ଶନିଙ୍କ ଦୃଷ୍ଟିରୁ ବିଶୃଙ୍ଖଳା ଦେଖାଦେଇପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ,ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ…

କରୋନା ଯୋଗୁ ଏ ବର୍ଷ ହେବନି ଅମରନାଥ ଯାତ୍ରା

ଜମ୍ମୁ-କାଶ୍ମୀର :  କରୋନା ଯୋଗୁ ଏବର୍ଷ ହେବନି ଅମରନାଥ ଯାତ୍ରା । ଅମରନାଥ ମନ୍ଦିର ବୋର୍ଡ ପକ୍ଷରୁ ଏମିତି ସୂଚନା ଦିଆଯାଇଛି । କରୋନା ମହାମାରୀ ପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି ବୋଲି ଅମରନାଥ ମନ୍ଦିର ବୋର୍ଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଗିରୀଶ…

ଚର୍ଚ୍ଚିତ ଘଟଣା : କିନ୍ନରଙ୍କ ହାତ ଧରିଲେ ଯୁବକ

କେନ୍ଦ୍ରାପଡ଼ା : ହାଇଦ୍ରାବାଦ୍‌ରେ ଦେଖାଚାହାଁ । କ୍ରମେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ସଂପର୍କ । ପରେ ସଂପର୍କ ନେଇଥିଲା ପ୍ରେମର ରୂପ । ତୃତୀୟଲିଙ୍ଗି ବା କିନ୍ନର ହୋଇଥିବା ଜାଣି ମଧ୍ୟ ଯୁବକ ଜଣକ ତାଙ୍କୁ ନିଜ ଜୀବନସାଥୀ ଭାବେ ବାଛି ନେଇଥିଲେ । କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଉପସ୍ଥିତିରେ…

ମସଲ୍ସ ଦେଖାଇଲେ ହୁମା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶି ଇନ୍‌ଷ୍ଟା ଏକାଉଣ୍ଟରେ ପ୍ରାୟତଃ ନିଜ ଫିଟ୍‌ନେସ ରୁଟିନ୍‌ ସଂପର୍କରେ ସୂଚନା ଅପଲୋଡ୍‌ କରିଥାନ୍ତି । ଲାଟେଷ୍ଟ ପୋଷ୍ଟରେ ସେ ମସଲ୍ସ (ମାଂସପେଶୀ) ଦେଖାଇ ଏକ ଭିଡିଓ ସେୟାର କରିଛନ୍ତି । ୪୦ ଦିନର ପରିଶ୍ରମ ପରେ ଏହି ଫଳାଫଳ ମିଳିଥିବା ହୁମା…

‌ବଲିଉଡ୍‌ରେ ଡେବ୍ୟୁ କରିବେ ଏହି ଅଭିନେତ୍ରୀଙ୍କ ଭାଇ ରାଜୀବ

ମୁମ୍ବାଇ : ବିବେକ ଓବରୟଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଇତି:କ୍ୟାନ୍‌ ୟୁ ସଲ୍‌ଭ ୟୋର ଓନ୍‌ ମର୍ଡର’ର ଫାଷ୍ଟ ଲୁକ୍‌ ଜାରି ହୋଇଛି । ଏହି ଫିଲ୍ମ ଜରିଆରେ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫାଷ୍ଟ ଲୁକ୍‌ ପୋଷ୍ଟରକୁ ସେ ନିଜ ଇନ୍‌ଷ୍ଟା…

ପ୍ରିୟବ୍ରତଙ୍କ ପରଲୋକରେ ଓସ୍‌ଜାର ଶୋକ

ଭୁବନେଶ୍ବର : ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ତଥା ଜଣାଶୁଣା କ୍ରୀଡ଼ା ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ଦୁନିଆ ବି ଶୋକ ପ୍ରକାଶ କରିଛି। ମୁମ୍ବାଇରେ ଦେହାନ୍ତ ହେବା ପର୍ଯ୍ୟନ୍ତ ପ୍ରାୟ ଦୁଇ ଦଶନ୍ଧି ଧରି ସେ ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍‌ଜା)ର ଏବଂ ରାଜ୍ୟର…

ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ୍ ଝାମ୍ପିନେଲେ ଦୁର୍ବୃତ୍ତ

ଆନନ୍ଦପୁର : ପୁଣି ଜଣେ ମହିଳାଙ୍କଠାରୁ ହୋଇଛି ଲୁଟ୍‌। ଆନନ୍ଦପୁର ପୌରାଞ୍ଚଳ ଶାଳପଡା ବଜାର ନିକଟରେ ଜଣେ ମହିଳାଙ୍କଠାରୁ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ପଲସରରେ ଆସି ମହିଳାଙ୍କଠାରୁ ଝାମ୍ପି ନେଇଛନ୍ତି ଭ୍ୟାନିଟି ବ୍ୟାଗ୍ । ଏ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।…

ସଚିନଙ୍କ ସହ ୧୮ ଜଣ ବିଧାୟକଙ୍କୁ ୨୪ ତାରିଖ ଯାଏଁ ହାଇକୋର୍ଟ ଦେଲେ ମହଲତ

ରାଜସ୍ଥାନ : ସଚିନ ପାଇଲଟ୍‌ଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦେଲେ ରାଜସ୍ଥାନ ହାଇକୋର୍ଟ । ୨୪ ଜୁଲାଇ ପର୍ଯ୍ୟନ୍ତ ରାଜସ୍ଥାନର ଯୁବନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଓ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେନି ବିଧାନସଭା…

ଆଜି ପୁଣି ସୁସ୍ଥ ହେଲେ ୪୦୦ କରୋନା

ଭୁବନେଶ୍ୱର : ଆଜି ରାଜ୍ୟରେ ୪୦୦ ଜଣ ସୁସ୍ଥତା ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩,୩୦୯କୁ ବୃଦ୍ଧିପାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ଆରୋଗ୍ୟ ଲାଭ କରିଥିବା ଆରୋଗ୍ୟଙ୍କ ମଧ୍ୟରୁ ଗଂଜାମ…