ଭୁବନେଶ୍ୱର ବଜାରରେ ହ୍ରାସ ପାଇଛି ସୁନା ମୂଲ୍ୟ
ଗତ କିଛି ଦିନ ହେବ ସୁନା ଦର ଆକାଶ ଛୁଆଁ ଭାବେ ବଢି ଚାଲିଥିବା ବେଳେ କିନ୍ତୁ ଗଲା ୪ ରୁ ୫ ଦିନ ହେବ ଏହି ମୂଲ୍ୟରେ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୨,୫୧୦ ଟଙ୍କାରେ ପହଁଚିଥିବା ବେଳେ ୨୨
କ୍ୟାରେଟ…
