ଧଳା ସୂତା ପରି ଶରୀରର ବିରଳ ପ୍ରଜାତି କୀଟ ଉଦ୍ଧାର
ଯାଜପୁର : ଶରୀରଟି ଧଳା, ସୂତା ପରି ପତଳା ଓ ଲମ୍ବର ଏହି ଜୀବଟିକୁ ସ୍ଥିର ହୋଇ ନଦେଖିଲେ କେହି କହିପାରିବେ ନାହିଁ ଯେ ଏହା ଏକ କୀଟ ବୋଲି। ଶରୀରର ଆକୃତି ଏଭଳି ହୋଇଛି ଯାହାକୁ ଦେଖିଲେ ସାଧାରଣ ଜିଆ କିମ୍ବା ସେହି ପ୍ରଜାତିର କିଛି ଜୀବ ଭଳି ଲାଗିବ। କିନ୍ତୁ ବାସ୍ତବରେ ଏହା ଏକ କୀଟ…
