ନିରାଡ଼ମ୍ବର ପାଳନ ହେବ ସ୍ୱାଧୀନତା ଦିବସ
ଭୁବନେଶ୍ୱରର : ଦିନ କେଇଟା ପରେ ସ୍ୱାଧୀନତା ଦିବସ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦେଖିବାକୁ ମିଳିବନି ଆକର୍ଷଣୀୟ ପରେଡ୍ । କରୋନା ଭୟରେ ଏ ବର୍ଷ ରାଜ୍ୟସ୍ତରୀୟ ପରେଡ୍ ନିରାଡ଼ମ୍ବରରେ ପାଳନ ହେବ ବୋଲି ଜଣାପଡ଼ିଛି । ଏନେଇ କମିଶନରେଟ୍ ପୁଲିସ୍ ବରିଷ୍ଠ ଅଧୀକାରୀମାନେ ସଚିବାଳୟ ଯାଇ ଏ…
