Odia News Portal

ଆଜି କୃଷ୍ଣବଳରାମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣବଳରାମ ବେଶ ଅନୁଷ୍ଠିତ ହେବ । ୪ ଦିନ ଧରି ଚାଲିଥିବା କୃଷ୍ଣ ଭାବାତ୍ମକ ବେଶର ଆଜି ଶେଷ ଦିନ । ପରମ୍ପରା ଅନୁଯାୟୀ ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଏହି କୃଷ୍ଣ ବଳରାମ ବେଶରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଜ୍ଜିତ କରାଯାଇଥାଏ ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ । ମଙ୍ଗଳ ନିଜ ରାଶିରେ ଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, କିନ୍ତୁ ବାଣିଜ୍ୟ ବ୍ୟବସାୟରେ ଟେନ୍‌ସନ ଲାଗି ରହିବ । ଅତି ନିକଟରେ ରହୁଥିବା ଲୋକଟିଏ ଅନ୍ୟର ନିର୍ଦ୍ଦେଶରେ କାମ କରୁଥିବାର ସନ୍ଦେହ ମନକୁ ଆସିପାରେ ।…

ଗ୍ୟାସ୍‌ ସିଲିଣ୍ଡର ଫାଟି ୧୦ ବଖରା ଘର ଜଳିଗଲା

ଟାଙ୍ଗୀ : ଖୋରଧା ଜିଲ୍ଲା ଟାଙ୍ଗୀ ଵ୍ଲକ ଟାଙ୍କଳ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ୪ ପରିବାରର ସର୍ବସ୍ୱାନ୍ତ ହୋଇଛନ୍ତି । ଆଜି ରାତି ୮ଟା ବେଳେ ଟାଙ୍କୁଳ ପଣ୍ଡା ସାହିର ମଙ୍ଗୁଳି ପ୍ରଧାନଙ୍କ ଘରେ ହଠାତ୍‌ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଚାଳକୁ ନିଆଁ ଧରି ଦେଲା…

ଆଜି ପୁଣି ସୁସ୍ଥ ହେଲେ ୧୫୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ପୁଣି ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ୨୪ ଘଣ୍ଟାରେ ୨୯ ଜିଲ୍ଲାରୁ ଆଜି ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୫୫, ଖୋର୍ଦ୍ଧା ୨୪୧, ସୁନ୍ଦରଗଡ଼ ୧୧୮, କଟକ ୯୯, ସମ୍ବଲପୁର ୮୯,…

ଅଭାବନୀୟ ଘଟଣା : ୧୫ ମାସର ଶିଶୁକୁ ଗୋଡ ହାତ ବାନ୍ଧି ମାଡ

ଗୋପ : ପୁରୀ ଗୋପ ଥାନା ସୋରଭା ପଂଚାୟତ ପାଇକ ସହି ରେ ଅଭାବନୀୟ ଘଟଣା। ଜଣେ ୧୫ ମାସର ଛୋଟ ଶିଶୁକୁ ତାର ମା ଗୋଡ଼ ହାତ ଭିଡି ଅତ୍ୟନ୍ତ ଅମାନୁଷିକ ଭାବେ ବାଡୋଉ ଥିବା ଘଟଣା ଜଣା ପଡ଼ିଛି। ଏ ନେଇ ଦୃଶ୍ୟ ସିସିଟିଭିରେ କଏଦ ପରେ ଏହା ଜଣା ପଡ଼ିଛି। ଏହାକୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା…

ପାଟରା ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ବନ

ଚଣ୍ଡିଖୋଲ : ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପାଟରା ପରିବାର ଆମେ ସବୁ ପାଟରା ସଂଗଠନ ପକ୍ଷରୁ ଗରୀବ, ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବନ କରାଯାଇଛି । ପବିତ୍ର ସ୍ୱାଧିନତା ଦିବସ ଅବସରରେ ସ୍ଥାନୀୟ ସାଲିଆ ପତରି ବସ୍ତିରେ ଲୋକମାନଙ୍କୁ ଚୁଡ଼ା, ଚିନି, ଚାଉଳ, ବିସ୍କୁଟ,ଆଳୁ…

ଆଜି ପୁଣି ୧୭୦ ଜଣ ଭୁବନେଶ୍ଵରରୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରୁ ଆଜି ଆଉ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦିଆଯାଇଛି । ତେବେ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୯୨ଜଣ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୮ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି । ନୂଆ ଆକ୍ରାନ୍ତଙ୍କୁ…

ପୂର୍ବତନ କ୍ରିକେଟର ତଥା ମନ୍ତ୍ରୀ ଚେତନ ଚୌହାନଙ୍କ ପରଲୋକ

ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଚେତନ ଚୌହାନଙ୍କ ଦେହାନ୍ତ । ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡି ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଜୁଲାଇ ମାସରେ ଚେତନ କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ କରୋନାରେ ସୁସ୍ଥ ହେବା ପରେ ତାଙ୍କର ବ୍ଲଡ ପ୍ରେସର ବଢିବା ସହିତ କିଡନୀ…

ମଧ୍ୟମ ଭୁବନେଶ୍ୱରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ୬୫ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର : ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ମଧ୍ୟମ ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀ କମ୍ୟୁନିଟି ସେଣ୍ଟରରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,…

ବାହାରୁ ସଟର ବନ୍ଦ କିନ୍ତୁ ଭିତରୁ ଖୋଲମ ଖୋଲା ଚାଲିଥିଲା ବାର୍

ଭୁବନେଶ୍ଵର : ବାହାରେ କ୍ଲୋଜର ସାଇନ ବୋର୍ଡ କିନ୍ତୁ ବେଫିକର ହୋଇ ଭିତରୁ ଚାଲୁଛି ମଦ କାରବାର । ରାଜଧାନୀରେ ଏଭଳି ଅମ୍ୟାସଗତ ଗାଲୁଆ ଏବେ ବିଏମସିର ଚିନ୍ତା ବଢାଇଛନ୍ତି। ସପ୍ତାହନ୍ତ ସଟଡାଉନ ଭଳି  ସ୍ଥିତିରେ ମଧ୍ୟରେ ଆଇନ କାନୁନକୁ ଭୟ ନକରି ସଟର ବନ୍ଦ କରି ବେପାର ଚଳାଉଛନ୍ତି କିଛି ଗାଳୁଆ…