ଡାକ୍ତରମାନଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ଵର : ଘରୋଇ ଡାକ୍ତରଖାନାର ଡାକ୍ତରମାନଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ସବୁ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଗାଇଡ ଲାଇନ ମୁତାବକ ।
୧ - ଘରୋଇ ଡାକ୍ତରଖାନାର ଡାକ୍ତରମାନେ ମାସ୍କ ପିନ୍ଧିବା…
