କାଲି ୪ଟାରେ ବାଜିବ ସାଇରନ୍,ପୂରା ଦେଶରେ ୨୪୪ଟି ସ୍ଥାନରେ ହେବ ମକଡ୍ରିଲ୍
ମକଡ୍ରିଲ୍ ନେଇ ଅଗ୍ନିଶମ ଡିଜିଙ୍କ ପ୍ରତିକ୍ରିୟା । କାଲି ଉପକୂଳ ଓ ନିର୍ଦ୍ଦିଷ୍ଟ ସହରାଞ୍ଚଳରେ ହେବ ମକଡ୍ରିଲ୍ । ଆସନ୍ତାକାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍,୧୨ଟି ସ୍ଥାନରେ କରାଯିବ ମକଡ୍ରିଲ୍ । କାଲିଠୁ ଆରମ୍ଭ ହେବ,ସପ୍ତାହେ ଚାଲିବ । ସତର୍କ କରିବା ସହ ୫ ମିନିଟ୍!-->…
