ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାରକୁ ଭତ୍ତା
ଭୁବନେଶ୍ୱର() କୋଭିଡ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ଶୁକ୍ରବାର ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିଦେ୍ର୍ଧଶନାମା ଜାରି କରିଛନ୍ତି । ତେବେ କ’ଣ ଘୋଷଣା କରାଯାଇଛି ସେ ସମ୍ପର୍କରେ ଜାଣନ୍ତୁ:
୧- ଡୁ୍ୟଟିରେ ଥାଇ…
