Odia News Portal

ଷ୍ଟ୍ରିଟ୍ ଭେଣ୍ଡରଙ୍କ ପାଇଁ ଆତ୍ମନିର୍ଭର ନିଧି (ମାଇକ୍ରୋ କ୍ରେଡିଟ୍ ସ୍କିମ୍‌)

ଭୁବନେଶ୍ୱର : ଆଜିର ବିଶ୍ୱବାସୀ କରୋନା ପ୍ରକୋପରୁ ମୁକ୍ତି ପାଇବାର ଯୁଦ୍ଧ କରୁଥିବାବେଳେ, ସରକାରଙ୍କ ତୃଣମୂଳ ଚିନ୍ତା ଏହାକୁ କିଛି ମାତ୍ରାରେ ଲାଘବ କରିପାରିବ । ରାଜ୍ୟର ସମସ୍ତ ୧୪୪ଟି ସହରାଂଚଳରେ ଷ୍ଟ୍ରିଟ୍ ଭେଣ୍ଡିଙ୍ଗ୍ କରୁଥିବା ବ୍ୟକ୍ତିମାନଙ୍କୁ କ୍ଷୁଦ୍ର ଋଣ ସହାୟତା ପାଇଁ ଏହିି ଯୋଜନା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେଇ ସଫଳତା ହାସଲ କରିବେ। ଅଶ୍ୱିନୀ ନକ୍ଷତ୍ରର ଯାତ୍ରାରେ ଟେନ୍ସନ ଲାଗି ରହିବ କିନ୍ତୁ ନିଜର ମନୋବଳ ହେତୁ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିପାରିବେ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା…

ନିଯୁକ୍ତି ସୁଯୋଗ ସହ ଦକ୍ଷତା ବିକାଶ ଜରିଆରେ ଆତ୍ମନିର୍ଭରଶୀଳତା ସୃଷ୍ଟି କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର () କରୋନାକୁ ଚେକ ଦେଇଛି ଓଡିଶା । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାର ଏହି ମହାମାରି ସମୟରେ ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହାଦ୍ବାର ପ୍ରାୟ 25 ଲକ୍ଷ ଚାଷୀ ଉପକୃତ ହେବେ । ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ…

ରାଜ୍ୟର ୪ଜିଲ୍ଲା ଲକଡାଉନ ଘୋଷଣା

ଭୁବନେଶ୍ୱର()ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ର ମଧ୍ୟରାତ୍ରି ଯାଏଁ ୪ ଜିଲ୍ଳା ଓ ରାଉରକେଲା ଲକଡାଉନ ରହିବ ।…

ଏହି ୪ ଜିଲ୍ଲା ଓ ରାଉରକେଲାରେ ଜାରି ହେଲା ଲକଡାଉନ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ର ମଧ୍ୟରାତ୍ରି ଯାଏଁ ୪ ଜିଲ୍ଳା ଓ ରାଉରକେଲା ଲକଡାଉନ ରହିବ…

ଆମ ପୋଲିସ ଜୀବନ ତ ଏମିତି, ଆଜି ଏଠି ତ କାଲି ସେଠି : ସାଗରିକା ନାଥ

ଭୁବନେଶ୍ବର :  ମୋ ଜୀବନର ଏକ ପ୍ରିନ୍ସିପୁଲ ଅଛି- ଜୀବନରେ କେଉଁଠି  ନା କେଉଁଠି  ଦେଖା ହେବ ତେଣୁ  ‘କଭି ଅଲବିଦା ନା କେହନା’ । ଆଜି ବିଦାୟୀ ସମ୍ବର୍ଦ୍ଧନା ବେଳେ କିଛି ଏଭଳି କହିଥିଲେ  କଟକ-ଭୁବନେଶ୍ବର ଟ୍ରାପିକ ଡିସିପି ସାଗରିକା ନାଥ। ଗତ ୨୪ ଅଗଷ୍ଟ ୨୦୧୯ରେ କମିଶନରେଟ ପୋଲିସରେ ପ୍ରଥମ…

ସୁନା ମଣିଷର ସୁନା ମାସ୍କ

କଟକ : ସୁନା ମଣିଷର ସୁନା ମାସ୍କ । କରୋନାରୁ ସୁରକ୍ଷା ଦେଉଥିବା ମାସ୍କ ଏବେ ଫ୍ୟାସନ୍‌ ପାଲଟି ଯାଇଛି । କଟକର ଜଣେ ବ୍ୟକ୍ତି ସୁନାରେ ତିଆରି ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । କରୋନା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିଏ ହାତ ତିଆରି ମାସ୍କ ବ୍ୟବହାର କରୁଥିବା ବେଳେ…

ରାଜ୍ୟରେ ଆଜି ପୁଣି ୪୦୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : କରୋନା ଯୋର୍ଦ୍ଧାଙ୍କ ପାଇଁ ଖୁସି ଖବର । ରାଜ୍ୟରେ ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଯାଜପୁରରେ ସର୍ବାଧିକ ୯୮ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗଞ୍ଜାମରୁ ୮୪ ଜଣ ଭଲ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୪୬, ଗଜପତିରୁ ୩୬ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥଙ୍କ…

ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ

ଭୁବନେଶ୍ବର : ଆଜି ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ପଳାଶୁଣି ଠାରେ ବୃକ୍ଷ ରୋପଣ କରାଯାଇଛି। ଏଥିରେ ଅତିଥି ଭାବେ ରାଜ୍ୟ ଜଳ ଯୋଗାଣ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ମହାନ୍ତି ଓ ସେବା ଫାଉଣ୍ଡେସନର ଉପଦେଷ୍ଟା  ଅଶୀଳ କୁମାର ବ୍ରହ୍ମ ଯୋଗଦେଇ ଔଷଧୀୟ ଚାରା ରୋପଣ କରିଥିଲେ।…

୧୪ ବର୍ଷରେ ସୋଆ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର () ଜୁଲାଇ ୧୭ ତାରିଖ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସୋଆ ବିଶ୍ୱବିଦ୍ୟାଳୟ ୧୪ ବର୍ଷରେ ପଦାର୍ପଣ କରିଛି । ୧୯୫୬ ମସିହା ୟୁଜିସି ଆକ୍ଟର ଧାରା ୩ ଅନୁଯାୟୀ ସୋଆ ବିଶ୍ୱବିଦ୍ୟାଳୟ ୨୦୦୭ ଜୁଲାଇ ୧୭ ତାରିଖ ଦିନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା । ଆଜି…