Odia News Portal

ଏହି ତାରିଖରେ ରିଲିଜ ହେବ ‘ଶକୁନ୍ତଳା ଦେବୀ’

ନୂଆଦିଲ୍ଲୀ : ବିଦ୍ୟା ବାଲାନଙ୍କ ଅଭିନିତ ଫିଲ୍ମ 'ଶକୁନ୍ତଳା ଦେବୀ'ର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରରେ ବିଦ୍ୟାଙ୍କୁ ଅନେକ ରୂପରେ ଦେଖିବାକୁ ମିଳୁଛି | ଏହି ଚଳଚ୍ଚିତ୍ରରେ ଶକୁନ୍ତଳା ଦେବୀଙ୍କର ଏକ ଛୋଟ ଝିଅଠାରୁ ଜଣେ ମା ପର୍ଯ୍ୟନ୍ତ ସବୁ ସ୍ତରରେ ବିଦ୍ୟାଙ୍କୁ ଦେଖିବାକୁ ମିଳିବ |…

ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ କରୋନା ଯୋଦ୍ଧା

ଖୋର୍ଦ୍ଧା : ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ କରୋନା ଯୋଦ୍ଧା। ଆଜି ଏପରି ହୃଦୟବିଦାରକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ଆଶା କର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ ଆଜି ଓରବରସିଂ ପଞ୍ଚାୟତ ଡିହଖଳା ଗାଁରେ ଔଷଧ…

ଏକତା ହିଁ ବଳ : ନିଜ ପାଇଁ ନିଜେ ବ୍ରିଜ ତିଆରି କଲେ ଗାଁ ଲୋକେ

ରାଇରଙ୍ଗପୁର : ସରକାର ଖଣି ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଜି ବି ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରାଜ୍ୟକୁ ମୋଟା ଅଙ୍କର ରାଜସ୍ୱ ଦେଉଥିବା ଅଞ୍ଚଳ । ବାରମ୍ବାର ପ୍ରଶାସନକୁ ଗୁହାରୀ କରି ବିଫଳ ହେବାପରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉପରେ…

ସ୍ତ୍ରୀ ପେଟରେ ଦା ପୂରାଇ ଦେଲା ନୃଶଂସ ସ୍ୱାମୀ

ଭୁବନେଶ୍ୱର : ସାମାନ୍ୟ ଘରୋଇ କଳିକୁ କେନ୍ଦ୍ରକରି ତମାଣ୍ଡୋ ଥାନା ଅନ୍ତର୍ଗତ ନାରଗୋଦା ଗ୍ରାମରେ ଆଜି ଘଟିଛି ଅଭାବନୀୟ କାଣ୍ଡ । ସ୍ତ୍ରୀ’ ପେଟରେ ସ୍ୱାମୀ ଧାରୁଆ ଦା’ ପୂରାଇ ଦେବା ଫଳରେ ତାଙ୍କ ଅନ୍ତବୁଜୁଳା ପଦାକୁ ବାହାରି ପଡ଼ିଛି । ଗୁରୁତର ଅବସ୍ଥାରେ ସ୍ତ୍ରୀ’ଙ୍କୁ ପ୍ରଥମେ କ୍ୟାପିଟାଲ…

ବାପା ହେଲେ ଚେନ୍ନାଇ ସୁପର କିଙ୍ଗସର ଏହି ବ୍ୟାଟ୍ସମ୍ୟାନ

ହାଇଦ୍ରାବାଦ : ଚେନ୍ନାଇ ସୁପର କିଙ୍ଗସ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଗତ ରବିବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ତାଙ୍କ ପତ୍ନୀ ଚେନ୍ନୁପାଲି । ଏ ଖବର ରାୟୁଡୁ ସୋସିଆଲ ମିଡିଆରେ ନିଜ ପ୍ରଶଂସକମାନଙ୍କୁ ସେୟାର କରିଛନ୍ତି । ଉଭୟ ମା’ ଓ…

ଆଜି ରେକର୍ଡ଼ ସଂଖ୍ୟକ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୭୦, ସୁନ୍ଦରଗଡ଼ରୁ ୮୪, କେନ୍ଦୁଝରରୁ ୪୮, ଗଜପତିରୁ ୩୫, ବାଲେଶ୍ୱରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ାରୁ ୨୫, ଯାଜପୁରରୁ ୨୦, ମୟୁରଭଞ୍ଜରୁ ୧୫, କଟକରୁ ୧୦, କୋରାପୁଟରୁ ୧୦,…

ରାଜ୍ୟରେ ମାଗଣାରେ ମିଳିବ ପ୍ଲାଜମା ଥେରାପୀ ସେବା : ମୁଖ୍ୟମନ୍ତ୍ରୀ

କଟକ : ରାଜ୍ୟର ୩ଟି ହସ୍ପିଟାଲରେ ଆଜିଠୁ ଆରମ୍ଭ ହେଲା ପ୍ଲାଜମା ଥେରାପୀ ସେବା । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସମ୍‌ ହସ୍ପିଟାଲ, କିମସ ହସ୍ପିଟାଲ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ଏହାର ଶୁଭାରମ୍ଭ ହୋଇଛି । ନୋଡାଲ୍‌…

କାହିଁକି ପରକୀୟାକୁ ଯାଆନ୍ତି ପୁରୁଷ

ପ୍ରେମ ସମ୍ପର୍କ ଭାଙ୍ଗିବା କିଛି ନୂଆ କଥା ନୁହେଁ, କିନ୍ତୁ କେଉଁ କାରଣରୁ ସମ୍ପର୍କ ଭାଙ୍ଗୁଛି ତାହା ଜାଣିବା ଜରୁରୀ। କାରଣ ବେଳେବେଳେ ସମ୍ପର୍କ ଭାଙ୍ଗିବା ପାଇଁ ଉଭୟ ମହିଳା ଓ ପୁରୁଷ ଦାୟୀ ହେଇଥିବା ବେଳେ ଆଉ କେତେ ବେଳେ ଜଣଙ୍କ ଭୁଲ ଯୋଗୁ ସମ୍ପର୍କ ଭାଙ୍ଗିଥାଏ। କିନ୍ତୁ ଏହି ମାମଲାରେ…

ଭୁବନେଶ୍ୱରରେ ୯୦ ପଜିଟିଭ, ୨୭ ଲୋକାଲ କେସ, ଜାଣନ୍ତୁ ତଥ୍ୟ

ଭୁବନେଶ୍ୱର() ଭୁବନେଶ୍ୱରରେ ଆଉ ୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି । ୯୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରଣ୍ଟାଇନ୍ ସେଣ୍ଟରରୁ ୬୩ ଏବଂ ଲୋକାଲ୍ କେସ୍ ୨୭ ରହିଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨୭ଜଣଙ୍କ ମଧ୍ୟରୁ ଜଣେ…

୫ଜି ଲଞ୍ଚ କରିବ ଜିଓ !

ନୂଆଦିଲ୍ଲୀ() ଜିଓ ପ୍ଲାଟଫର୍ମ ସହ ଯୋଡ଼ି ହୋଇଛି ଗୁଗୁଲ । ଗୁଗୁଲ ଜିଓରେ ୩୩ହଜାର ୭୩୭ କୋଟି ନିବେଶ କରିବ । ଗୁଗୁଲ ଜିଓର ୭.୭% ଅଂଶଧନ କିଣିବ ବୋଲି ଅମ୍ବାନି କହିଛନ୍ତି । ଏପର୍ଯ୍ୟନ୍ତ ଜିଓରେ ୨.୧୨ ଲକ୍ଷ କୋଟି ଟଙ୍କା ନିବେଶ ହୋଇସାରିଛି । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୩ତମ ବାର୍ଷିକ ବୈଠକ…