Odia News Portal

୧୮ ଜଣ ମହିଳାଙ୍କୁ ସାଙ୍ଗଠନିକ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର : ବିଜେଡ଼ି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦୁଝର ଗୀତା ବସ୍ତିଆ-ଗଜପତି,…

ବୃକ୍ଷ ରୋପଣ ଓ ମାସ୍କ୍ ବଣ୍ଟନକରି ବିବାହ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ଵର : ମହାବୀର ମଲ୍ଟି ଜିମ୍ର ପ୍ରତିଷ୍ଠାତା ତଥା ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଉପସଭାପତି ଅକ୍ଷୟ କୁମାର ସ୍ବାଇଁ ଓ ଲକ୍ଷ୍ମୀପ୍ରିୟା ସାହୁଙ୍କ ୪ର୍ଥ ବିବାହ ବାର୍ଷିକ ଉପଲକ୍ଷେ ୱାର୍ଡ ନମ୍ବର ୫ , ସତ୍ୟବିହାର ଶିବମନ୍ଦିର ପରିସରରେ ୨୦ଗୋଟି ବୃକ୍ଷ ରୋପଣ କରାଯିବା ସହିତ କରୋନା…

ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ ଦିବ୍ୟା !

ମୁମ୍ବାଇ : ୨୦୨୦ ବଲିଉଡ୍ ପାଇଁ କଳାଦିନ ପାଲଟିଯାଇଛି। ଗୋଟିଏ ପରେ ଗୋଟିଏ ଝଟକା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଚାଲିଛି। ଆଜି ଅଭିନେତ୍ରୀ ତଥା ମଡେଲ ଦିବ୍ୟା ଚୌକସେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଦିବ୍ୟା ଚୌକସେଙ୍କ ମୃତ୍ୟୁ ଖବର ତାଙ୍କ ବନ୍ଧୁ ଏବଂ ଭଉଣୀ ଫେସବୁକରେ ସୂଚନା ଦେଇଛନ୍ତି।…

ଦୁଃଖଦ ଘଟଣା : ମରିଗଲେ ୪ ମାଙ୍କଡ଼ ଓ କୁକୁର

ଭଦ୍ରକ : ଫସଲ ବଞ୍ଚାଇବା ପାଇଁ ବିଦ୍ୟୁତ ତାର ଘେରାଇଥିଲେ । କିନ୍ତୁ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାରି ମାଙ୍କଡ଼ ଓ କୁକୁରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ତିହିଡି ଥାନା କୁବେରା ପଞ୍ଚାୟତର କାଳିପଡିଆଠାରେ । ସେହି ଅଞ୍ଚଳରେ…

ରାଜଧାନୀରେ ଟାଟା ଏସିଇ ଗାଡିରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଟାଟା ଏସିଇ ଗାଡିରୁ ମୃତ ଦେହ ଉଦ୍ଧାର କରାଯାଇଛି ।  ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାରରେ ଗାଡି ଭିତରୁ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି କିଛି ଦିନ ତଳର ବୋଲି ସନ୍ଦେହ କରାଯାଉଛି । ଗାଡି ଭିତରେ ମୃତ ଦେହରୁ ଗନ୍ଧ ବାହାରିବାରୁ…

ଆସନ୍ତୁ ଜାଣିବା କଣ ପାଇଁ ଝିଅମାନେ ବାମପଟେ ଫୋଡାନ୍ତି ନାକ ?

ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ନାକ ଫୋଡିବା ଅତ୍ୟନ୍ତ ଜରୁରୀ। କିନ୍ତୁ ଏହା ମହିଳାମାନଙ୍କ ସୁନ୍ଦରତା ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ବୋଲି ଖୁବ୍‌ କମ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଭାରତୀୟ ମହିଳାମାନଙ୍କର ନାକ ଫୋଡିବା ପଛରେ କ’ଣ ରହିଛି ରୋଚକ…

ଆଜି ପୁଣି କରୋନାରୁ ସୁସ୍ଥ ହେଲେ ୫୦୫ ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ସର୍ବାଧିକ ୫୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ତେବେ ଗଞ୍ଜାମରୁ ସର୍ବାଧିକ ୨୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧ ଜଣ,…

ଗୋବରୀ ନଦୀରେ ପାଞ୍ଚଦିନ ହେବ ବୁଲୁଛନ୍ତି କୁମ୍ଭୀର ଭୟରେ ସ୍ଥାନୀୟ ଲୋକେ

କେନ୍ଦ୍ରାପଡା: କେନ୍ଦ୍ରାପଡା ସହର ଉପଖଣ୍ଡ ଅଂଚଳରେ କୁମ୍ଭୀର ଆତଙ୍କ। ଗୋବରୀ ନଦୀରେ ଚାରି ପାଂଚ ଦିନ ହେଲା କୁମ୍ଭୀର ବୁଲୁଛନ୍ତି। କୁମ୍ଭୀରମାନଙ୍କୁ ଦେଖି ଭୟଭୀତ ହୋଇ ପଡିଛନ୍ତି ଗୋବରୀ କୁଳିଆ ଗାଁର ଲୋକେ। କୁମ୍ଭୀର ଭୟରେ ଲୋକମାନେ ଆଉ ନଦୀକୁ ଯାଉ ନାହାନ୍ତି । ବିଶେଷ କରି କାନପୁରା,…

ସେବା ଫାଉଣ୍ଡେସନ ପକ୍ଷରୁ ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର : ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଞ୍ଚେଶ୍ୱର ଥାନାଧିକାରୀ ଶ୍ରୀ ଜତୀନ୍ଦ୍ର ନାଥ ସେଠୀ, ସହ ଅଧିକାରୀ ସନ୍ତୋଷ କୁମାର ଶତପଥୀ ଓ ଷ୍ଟାଲିନ ବିଶ୍ୱାଳଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି। ସେବା ଫାଉଣ୍ଡେସନର ଉପଦେଷ୍ଟା ଅଶୀଳ କୁମାର ବ୍ରହ୍ମ…

ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଜାମିନ

ଭୁବନେଶ୍ୱର() ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଜାମିନ ମିଳିଛି । ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଗତ ୯ତାରିଖ ଦିନ ଆୟୁଷ…