ଜନଗଣନା ସାରିବା ଯାଏଁ ନୂଆଁ ଗାଁ ଗଠନ ରୋକ: ମନ୍ତ୍ରୀ
ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଜିଲ୍ଲା ଗଠନ ପ୍ରକ୍ରିୟାରେ ଲାଗିବ ରୋକ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । କହିଛନ୍ତି, ଜନଗଣନା ସାରିବା ଯାଏଁ ଏପ୍ରକ୍ରିୟାରେ ଲାଗିବ ରୋକ । ଜୁଲାଇରେ ହେବ ଜନଗଣନା । ତା ପୂର୍ୱରୁ ଆସିଥିବା ଆବେଦନକୁ ମଞ୍ଜୁର ପାଇଁ!-->…
