ଖୋର୍ଦ୍ଧା ଜିଲ୍ଲାରେ ହେବ ୨ଟି କୋଭିଡ଼ କେୟାର କେନ୍ଦ୍ର
ଭୁବନେଶ୍ୱର() ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣର ଅଳ୍ପ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତମାନଙ୍କୁ କୋଭିଡ୍ କେୟାର କେନ୍ଦ୍ରରେ ରଖାଯିବ ବୋଲି…
