Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମକ୍ଷେତ୍ରରେ ମଧ୍ୟ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ । ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କିଛି କରିବାର ନାହିଁ । ପ୍ରତୀକ୍ଷିତ ସ୍ଥାନରୁ ଶୁଭଖବର ପାଇ ଉଲ୍ଲସିତ ହେବେ । ବନ୍ଧୁଙ୍କ…

ସୋନୁ ସୁଦ୍‌ଙ୍କ ପରେ ଏବେ ଏହି ଅଭିନେତ୍ରୀ ହୃଦୟ ଜିତିଲେ

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀ ସମୟରେ ବହୁତ ସେଲିବ୍ରେଟି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସୋନୁ ସୁଦ୍‌ ଏବେ ମଧ୍ୟ ଅନ୍ୟ ସ୍ଥାନରେ ଫସିଥିବା ଲୋକଙ୍କ ସହ ନିଜର ଚାକିରୀ ହରାଇଥିବା ଲୋକଙ୍କୁ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି ।  ବହୁତ ଲୋକ ଆବଶ୍ୟକୀୟ ଜିନିଷ ମଧ୍ୟ ଦିଆଯାଇଛି…

ପଣ୍ଡିତ ଜସରାଜଙ୍କ ପରଲୋକ

ନୂଆଦିଲ୍ଲୀ : ପରଲୋକରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ ଗାୟକ ପଣ୍ଡିତ ଜସରାଜ । ସୋମବାର ଆମେରିକାର ନ୍ୟୁଜର୍ସିରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ପଣ୍ଡିତ ଜସରାଜଙ୍କ ଝିଅ ଦୁର୍ଗା ଜସରାଜ ଏହି ସୂଚନା ଦେଇଛନ୍ତି। ପଣ୍ଡିତ ଜସରାଜ ନିଜର ଜୀବନ…

ନିଶ୍ଚିନ୍ତକୋଇଲି ପିଂପୁର ମହାନଦୀର ଧସିଲା ବନ୍ଧ, ଆତଙ୍କିତ ଅଞ୍ଚଳବାସୀ

ମାହାଙ୍ଗା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପିଂପୁର ମହାନଦୀର ଧସିଲା ବନ୍ଧ।  ପାଖାପାଖି ୧୨ ଫୁଟ ଉଚ୍ଚରୁ ଉର୍ଦ୍ଧ୍ବ ମାଟି ଅତଡା ଧସିଯାଇଛି। ବନ୍ଧକୁ ଯୁଦ୍ଧ କାଳୀନ ଭିତ୍ତିରେ  ମରାମତି କରିବା ପାଇଁ ଏସଡିଓ ଓ ଜେଇ ରହି କାର୍ଯ୍ୟର ତଦାରଖ କରୁଛନ୍ତି। ପାଖାପାଖି ୨୦୦ ଶ୍ରମିକ ବନ୍ଧ…

କମିଶନରେଟ୍‌ ପୁଲିସରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର() କମିଶନରେଟ୍‌ ପୁଲିସରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ୨ଜଣ ଅତିରିକ୍ତ ଡିସିପିଙ୍କ ସହ ୧୯ ଇନ୍ସପେକ୍ଟର ଏବଂ ୬ଜଣ ଏସଆଇ ଓ ଜଣେ ଏଏସଆଇ ମଧ୍ୟ ବଦଳିଲେ । କିଛିଦିନ ପୂର୍ବରୁ ଟ୍ୱିନ୍‌ସିଟିରେ ବଦଳିଥିଲେ ଡିସିପି ।

ସବୁଜ ପ୍ରଯୁକ୍ତିକୁ ନେଇ ସୋଆ ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର() ଇଲେକ୍ଟି୍ରକାଲ୍ ପାୱାର ଇଞ୍ଜିନିୟରିଂ, ଆଡଭାନ୍ସଡ କମ୍ପୁ୍ୟଟିଙ୍ଗ୍ ଏବଂ କମୁ୍ୟନିକେସନ୍ ଇଞ୍ଜିନିୟରିଂ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଶେଷଜ୍ଞମାନେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଅନ୍ଲାଇନ୍…

ଦୁଇ ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ଶିବରାତ୍ରି ମହାଦୀପ

ଭୁବନେଶ୍ୱର()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା।  ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକ ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି।…

ପୁଅର ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଆଗେଇ ଆସିଲେ ଡାକ୍ତର ଦମ୍ପତି

ସାଲେପୁର: ପୁଅର ଅଧୁରା ସ୍ୱପ୍ନକୁ ପୂରୁଣ କରିବା ପାଇଁ ସ୍ୱାଧିନତା ଦିବସର ଏହି ପବିତ୍ର ଦିନରେ ସମାଜସେବା ପାଇଁ ଆଗେଇ ଆସିଲେ ଡାକ୍ତର ଦମ୍ପତି। ପୁଅର ସ୍ୱପ୍ନ ଥିଲା ସମାଜସେବା କରିବା। ପିଲାଟି ଦିନରୁ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ମଧ୍ଯ କରିଚାଲିଥିଲେ। ହେଲେ ଦଇବର…

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ

ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ସୁଶାଙ୍କ ବାପା ଅଭିଯୋଗ ମଧ୍ୟ କରିଛନ୍ତି। ଏବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଜଣେ ଆଧ୍ୟାତ୍ମିକ ଗୁରୁ ମୁହଁ…

ଓଟିଭିକୁ ସାଂସଦ ଅନୁଭବଙ୍କ ଲିଗାଲ ନୋଟିସ

ଭୁବନେଶ୍ୱର() ଓଟିଭିକୁ ବଢିଲା ଅଡୁଆ। ଅଡିଓ ଭାଇରାଲ ବିବାଦରୁ ମୁକୁଳି ନଥିବା ବେଳେ ସାଂସଦ ଅନୁଭବ ମହାନ୍ତି ଓଟିଭି ଓ ଏହାର ପରିଚାଳନା ନିର୍ଦ୍ଦେଶିକାଙ୍କୁ ପଠାଇଛନ୍ତି ଓକିଲ ନୋଟିସ । ସୁପ୍ରିମ କୋର୍ଟ ଆଇନଜୀବୀ ଅଶ୍ବିନୀ କୁମାର ଦୁବେ ଏହି ନୋଟିସ ପଠାଇଛନ୍ତି । ଓଡିଶା ସିନେମା ଇଣ୍ଡଷ୍ଟ୍ରିର…