୧୩ରୁ ରାଜ୍ୟରେ ମୌସୁମୀ ସକ୍ରିୟ, ବର୍ଷା ବଢ଼ିବ
ଭୁବନେଶ୍ୱର : ମୌସୁମୀ ସକ୍ରିୟ ନାହିଁ। ଦକ୍ଷିଣ ପୂର୍ବ ଉତ୍ତର ପ୍ରଦେଶରୁ ଦକ୍ଷିଣ ଛତିଶଗଡ଼ ଉପର ଦେଇ ଯାଇଥିବା ଟ୍ରଫଲାଇନ୍ ପ୍ରଭାବରେ କିଛି କିଛି ଜାଗାରେ ବର୍ଷା ହେଉଛି । ହେଲେ ଜୁଲାଇରେ ଯେତିକି ବର୍ଷା ହେବା କଥା, ସେମିତି ବର୍ଷା ନାହିଁ । ଅଧା ରାଜ୍ୟରେ ବର୍ଷା ଅଭାବ ସ୍ଥିତି । ୨୧%ରୁ ୬୧%…
