Odia News Portal

ଦେଶରେ ୮ ଲକ୍ଷ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସଂକ୍ରମଣ ମାମଲା ଲଗାତର ବଢ଼ିବାରେ ଲାଗିଛି । ଦେଶରେ ଶୁକ୍ରବାର ସନ୍ଧ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି । ବିଭିନ୍ନ ରାଜ୍ୟରୁ ଆସିଥିବା ନୂଆ କୋରୋନା ମାମଲା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ପାର କରିଛି । ଅନ୍ୟପଟେ…

ସୁଶାନ୍ତଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ !

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମର ହାତ ଥିବା ପୂର୍ବତନ ‘ର’ ଅଫିସର ଏନ୍‌ କେ ସୁଦ୍‌ ପ୍ରକାଶ କରିଛନ୍ତି । ଏହା ଏକ ଯୋଜନା ବଦ୍ଧ ହତ୍ୟା ଓ ଏହା ପଛରେ ଦାଉଦ୍‌ ଗୋଷ୍ଠୀର ହାତ ଥିବା ଏହି ‘ର’ ଅଫିସର ପ୍ରକାଶ କରିଛନ୍ତି । ଯଦିଓ ଦାଉଦ୍‌ ଏବେ…

ଧରାପଡିଲା ଦେହ ବ୍ୟାପାରର ମାଷ୍ଟରମାଇଣ୍ଡ

ଆଗ୍ରା : ଆଗ୍ରାରେ ଧରାପଡିଥିବା ଦେହ ବ୍ୟାପାରର ମାଷ୍ଟରମାଇଣ୍ଡ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ।  ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ କିଙ୍ଗପିନ୍ ରୁମ୍ ନୁହେଁ ବରଂ ସାରା ହୋଟେଲକୁ ଭଡାରେ ନେଉଥିଲେ । ତାଙ୍କର ତିନୋଟି ମୋବାଇଲ୍ ଫୋନରୁ ୬ ଟି ହୋଟେଲ ଅପରେଟରଙ୍କ ସଂଖ୍ୟା…

ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ୀ ପର୍ବ ପାଳିତ

ଘଟଗାଁ : ସାରା ଦେଶରେ ଏବେ କରୋନା ମହାମାରୀର ଭୟଭୟତା  ଲାଗିରହିଛି । ଏଥିପାଇଁ ରାଜ୍ୟ ସରକାର ସବୁ ପୂଜା ସ୍ଥଳୀ ମାନଙ୍କରେ କୋଭିଡ଼ କଟକଣା ଲାଗୁ କରିଛନ୍ତି । ତେବେ ଏହି କଟକଣା  ମଧ୍ୟରେ ଗତକାଲି ରାତିରେ ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ୀ ପର୍ବ ପାଳିତ ହୋଇଛି। କଟକଣା ପାଇଁ ମନ୍ଦିର ଦ୍ୱାର…

ନିଜ ଘରେ ହିଁ ଅଭିନେତ୍ରୀଙ୍କ ସହ ହେଲା ଦୁଷ୍କର୍ମ

ପଶ୍ଚିମବଙ୍ଗର ବିଜୟଗଡ ଅଞ୍ଚଳର ଜଣେ ୨୬ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଅଭିନେତ୍ରୀ ନିଜେ ଯାଦବପୁର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଗମ୍ଭୀରତା ଦେଖାଇ ପୋଲିସ ଅଭିନେତ୍ରୀଙ୍କ ମେଡିକାଲ ଟେଷ୍ଟ କରିଛି । ତେବେ ଅଭିନେତ୍ରୀ ଜଣକ ‘ସାଥ…

ମହିଳା ଥାନାରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର : କମିଶନରେଟ୍ ପୋଲିସ୍‌ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଏହି ଶିବିର ଆୟୋଜିତ ହୋଇଛି ଭୁବନେଶ୍ୱର ମହିଳା ଥାନା ପରିସରରେ । ଏଥିରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଭୁବନେଶ୍ୱର ଡିସିପି ଅନୁପ ସାହୁ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏଥିରେ ମହିଳା ଥାନା…

ଆଜି ପୁଣି ସୁସ୍ଥ ହେଲେ ୫୬୫

ଭୁବନେଶ୍ଵର : ରାଜ୍ୟରେ ଗୋଟିଏ ଦିନରେ କରୋନାରେ ରେକର୍ଡ ସଂକ୍ରମିତ ଓ ରେକର୍ଡ ସୁସ୍ଥ । ୨୪ ଘଣ୍ଟାରେ ୭୫୫ ପଜିଟିଭ୍‌ କେସ୍‌ ବାହାରିଥିବା ବେଳେ ସୁସ୍ଥ ହୋଇଛନ୍ତି ରେକର୍ଡ ୫୬୫ । ରାଜ୍ୟର ୨୩ ଜିଲ୍ଲାରୁ ଆସିଛି ରେକର୍ଡ ୭୫୫ କରୋନା ପଜିଟିଭ କେସ୍‌ । କ୍ୱାରେଣ୍ଟାଇନରେ ୫୦୮ ଓ ୨୪୭ଟି ଲୋକାଲ…

ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ଵର : ଆଜି ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସର ମିଳିତ ଆନୁକୂଲ୍ୟରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ସହଯୋଗରେ ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର,…

ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ଵର() ସାହିତ୍ୟିକଙ୍କ ପାଇଁ ପ୍ରଦାନ କରାଯାଉଥିବା ସବୁଠୁ ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ଓ ୨୦୧୬ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ୨୦୧୫ ପାଇଁ ଉପନ୍ୟାସ୍‌ ବିଭାଗରେ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା। ୧୯୫୪ ମସିହାରୁ…

ପୋଲିସ ସେବା ଭବନ ବନ୍ଦ

ଭୁବନେଶ୍ୱର() ଭୁବନେଶ୍ୱର ଓ କଟକରେ  ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସଂକ୍ରମଣ ଏଡ଼ାଇବାକୁ ୪୮ଘଣ୍ଟା ବନ୍ଦ ହେବ ପୋଲିସ ସେବା ଭବନ । ଜୁଲାଇ ୧୧ସକାଳ ୯ଟାରୁ ୧୩ତାରିଖ ସକାଳ ୯ଟା ଯାଏଁ ବନ୍ଦ ରହିବ । ୪୮ଘଣ୍ଟା ଯାଏଁ କାର୍ଯ୍ୟାଳୟକୁ କର୍ମଚାରୀ ଓ ଅନ୍ୟ ଲୋକଙ୍କ ପ୍ରବେଶ…