କେବେ ବି ସନ୍ଧ୍ୟା ବେଳେ କରନ୍ତୁନି ଏହି କାମ, ନଚେତ୍ ହୋଇଯିବେ କାଙ୍ଗାଳ
ପ୍ରତି ଘରେ ଲକ୍ଷ୍ମୀ ବାସ କରିଥାନ୍ତି। ଏଣୁ ସବୁଦିନ ଘର ଝାଡ଼ୁ କରିବାକୁ ତଥା ପରିଷ୍କାରପରିଚ୍ଛନ୍ନ ରହିବାକୁ କୁହାଯାଏ। ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଯେଉଁ ଘରେ ସବୁବେଳେ କଳି ଝଗଡ଼ା ହୁଏ, ନାରୀଙ୍କୁ ସମ୍ମାନ ଦିଆଯାଏ ନାହିଁ, ଅନୈତିକ କାମ ହେଉଥାଏ ସେ ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ।…
