ଦାରୁକୁ ନେଇ ବଢ଼ିଲା ବିବାଦ : ଉଠିଲା ପ୍ରଶ୍ନ, କାହା ଅନୁମତିରେ ମନ୍ଦିରରୁ ନେଇଗଲେ ଦାରୁ ?
ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଶ୍ରୀମନ୍ଦିରରୁ ଦାରୁ ନେଇଗଲେ ବରିଷ୍ଠ ଦଇତାପତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସାଂଘାତିକ କଥା କହିଛନ୍ତି ରାମକୃଷ୍ଣ ଦାସମହାପାତ୍ର । ସେ କହିଥିଲେ, ସ୍ବୟଂ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ତିଆରି କରି ଆଣିଛି । ୧୨ ବର୍ଷ, ୧୯ ବର୍ଷ ଅନ୍ତରରେ ଯେଉଁ!-->…
