Odia News Portal

ବିଷ୍ଣ ଦାସଙ୍କ ସମର୍ଥକଙ୍କୁ ନେଇ ଜିଲ୍ଲାରେ ଅଙ୍କକଷା ଆରମ୍ଭ

ଭୁବନେଶ୍ଵର : ଜଗତ୍‍ସିଂହପୁର ଜିଲ୍ଲା ବିଜେଡିର ପିତାମହ କୁହାଯାଉଥିବା ବିଷ୍ଣୁ ଦାସଙ୍କ ଆବର୍ତ୍ତମାନରେ ତାଙ୍କ ସମର୍ଥକଙ୍କ ଉପରେ ଏବେ ସମସ୍ତଙ୍କ ନଜର । ୫ଥର ଜଗତ୍‍ସିଂହପୁର ଓ ତରେ ତିର୍ତ୍ତୋଲ ବିଧାନସଭା ଆସନରୁ ଲଢି ଜିଣିଥିବା ବିଜେଡିର ଏହି ବରିଷ୍ଠ ନେତାଙ୍କ ସମର୍ଥକମାନେ ଏବେ କୁଆଡେ…

ବିଜେପି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର : କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ଏଠାକାର ଜଣେ ସ୍ଥାନୀୟ ବିଜେପି ନେତାଙ୍କ ସମେତ ତାଙ୍କ ପିତା ଓ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ଏହି ଘଟଣା ଭିଆଇଥିବା ସନ୍ଦେହ କରାଯାଉଛି । ମୃତ ବିଜେପି ନେତାଙ୍କ ନାମ ଶେଖ ୱାସିମ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଲାଭଭାବସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ପାରିବାରିକ ସ୍ଥିତିକୁ ଠିକ୍‌ ରଖିବନାହିଁ। କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି। ସମସ୍ୟା ସମାଧାନ କରିବା ପାଇଁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ନୂତନ ଯାନ୍ତ୍ରିକ…

ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡ୍ ଲାଇନ୍‌

ଭୁବନେଶ୍ଵର : ବାହାଘରରେ ଶୋଭା ଯାତ୍ରା ବନ୍ଦ। ଶେଷକୃତ୍ୟ ବେଳେ ପାନ, ଖୁଟକା ବ୍ୟାନ। ବାହାଘର ପାଇଁ ଥାନାରୁ ଆଣିବାକୁ ପଡିବ ଅନୁମତି। ସବୁ ଜିଲ୍ଲାରେ କଟକଣା କଡ଼ାକଡ଼ି କରିବାକୁ ଏସ୍‌ଆରସିଙ୍କ ଚିଠି। ଶେଷ କୃତ୍ୟ ଉପରେ ବଢ଼ିଲା କଟକଣା। ମୃତକଙ୍କ ଥାନା ଅଞ୍ଚଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ…

୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର : ବିଜେଡି ପକ୍ଷରୁ ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବରୁ ୧୭ ଜଣ ବରିଷ୍ଠ ଉପସଭାପତି ଓ ଉପ ସଭାପତିଙ୍କୁ ନିଯୁକ୍ତ କରାଯାଇଥିଲା । ଆଜି ୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତି ପାଇଛନ୍ତି । ତାଲିକାରେ ଅଛନ୍ତି ନୃସିଂହ ସାହୁ, ଅଶୋକ ପଣ୍ଡା, କଳିକେଶ…

EDର ବଡ କାର୍ଯ୍ୟାନୁଷ୍ଠାନ : ଜବତ ହେଲା ୩୨୯ କୋଟି ଟଙ୍କାର ସଂପତ୍ତି

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛନ୍ତି, ପଳାତକ ଆର୍ଥିକ ଅପରାଧ ଅଧିନିୟମ ଆଧାରରେ ନିରବ ମୋଦୀର ୩୨୯.୬୬ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଉଲ୍ଲେଖନୀୟ, ଜୁନ୍‌…

ନଦୀକୁ ଡେଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ : ତ୍ରିଶୂଳୀୟା ବ୍ରିଜ୍ ଉପରୁ ନଦୀକୁ ଡେଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ। ବ୍ରିଜ୍ ଉପରେ ସ୍କୁଟି ରଖି କିଛି ସମୟ କଥା ହେବା ପରେ ମା’-ଝିଅ ନଦୀକୁ ଡେଇଁ ପଡିଥିଲେ। ଘଟଣା ଘଟିବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ଏକ ଘଣ୍ଟାରୁ…

ନ୍ୟୁହଲାଣ୍ଡ ଏଗ୍ରିକଲଚର ୧୨୫ ବର୍ଷରେ ପାଦଦେଲା

ଭୁବନେଶ୍ୱର : ନ୍ୟୁହଲାଣ୍ଡ ଏଗ୍ରିକଲଚର, ବିଶ୍ୱର ଅଗ୍ରଣୀ କୃଷି ଉପକରଣ ବ୍ରାଣ୍ଡ ୧୨୫ ବଷରେ ପାଦ ଦେଇଛି । ବିଶ୍ୱବ୍ୟାପୀ କୃଷକଙ୍କ ଜୀବନଶୈଳୀକୁ ନ୍ୟୁ ହଲାଣ୍ଡ ସହଜ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଫଳରେ କୃଷି ବ୍ୟବସାୟ ଦୀର୍ଘସ୍ଥାୟୀ ଏବଂ ପ୍ରଗତିଶୀଳ ହୋଇପାରିଛି । ନ୍ୟୁ…

ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ବୋଫର ଜୋନ ଘୋଷିତ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନଛିବିନ୍ଧା ଗାଁରେ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହା ସହ ନରେନ୍ଦ୍ରପୁର ପଞ୍ଚାୟତକୁ ବୋଫର ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ତେବେ…

ବଚସା ନେଲା ଭାଉଜର ଜୀବନ, ପିଟିପଟି ହତ୍ୟା କଲା ଦିଅର

ଯାଜପୁର ଟାଉନ: ଯାଜପୁର ଜିଲାରେ ପୁଣି ଘଟିଛି ଏକ ହତ୍ୟାକାଣ୍ଡ । ପୁଣି ଥରେ ନର ପିଶାଚ ପାଲଟି ଯାଇଛନ୍ତି ସମ୍ପର୍କୀୟ | ପାରିବାରିକ କଳହକୁ କେନ୍ଦ୍ର କରି ନିର୍ମମ ଭାବେ ଭାଉଜକୁ ପିଟି ପିଟି ହତ୍ୟା କରିଛି ଦିଅର । ଯାଜପୁର ଥାନା ମାର୍କଣ୍ଡପୁର ପଂଚାୟତ ମୋଗଳପୁର ଗାଁରେ ଘଟିଛି ଏଭଳି ଏକ…