BSNL ଲଞ୍ଚ୍ କଲା ଦମଦାର୍ ପ୍ଲାନ୍
ନୂଆଦିଲ୍ଲୀ : ଭାରତ ସଞ୍ଚାର ନିଗମ ଲିମିଟେଡ୍(BSNL) ୮୦ ଦିନର ବୈଧତା ବିଶିଷ୍ଟ ଏକ ଶସ୍ତା ପ୍ଲାନ୍ ଲଞ୍ଚ୍ କରିଦେଇଛି । ଏହି ପ୍ଲାନର ଦାମ୍ ୩୯୯ ଟଙ୍କା । ଏହି ପ୍ଲାନରେ ୨୫୦ ମିନିଟ୍ ପ୍ରତିଦିନ କଲିଂ ପାଇଁ ମିଳୁଛି । ଏହା ସହିତ ପ୍ରତିଦିନ ୧ ଜିବି ଡାଟା ସହିତ ୧୦୦ ଏସଏମଏସ ମଧ୍ୟ ପାଇବେ…
