Odia News Portal

୧୫ ଶିକ୍ଷାନୁଷ୍ଠାନକୁ ନୋଟିସ

ଭୁବନେଶ୍ୱର()  ଗତକାଲି ପ୍ରକାଶ ପାଇଥିବା +୨ ବିଜ୍ଞାନ ଫଳାଫଳରେ ଶୂନ ରେଜଲ୍ଟ ପାଇଁ ୧୫ଟି ଶିକ୍ଷାନୁଷ୍ଠାନକୁ ନୋଟିସ କରାଯାଇଛି ।  ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ ଜାରି କରାଯାଇଛି ।  ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଧ ନହେବ ଏବଂ…

ରାଜ୍ୟରେ ଆଉ ୯ ଜୀବନ ନେଲା କରୋନା

ଭୁବନେଶ୍ୱର() ଆଜି ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ମୟୁରଭଞ୍ଜରୁ ୨, କଟକରୁ ୨, କନ୍ଧମାଳ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୧୪କୁ…

ଆଜି ସର୍ବାଧିକ ୧୯୮୧ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()  ଆଜି ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୨୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୫୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି

ଭୁବନେଶ୍ୱର()  କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏନେଇ ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି ।  ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି । ଆଟଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଟେଷ୍ଟ…

ରାଜ୍ୟରେ ସଂକ୍ରମଣ ସଂଖ୍ୟା ଡବଲ ହେବାକୁ ୧୮ ଦିନ ଲାଗୁଛି

କରୋନା ଡରାଉଛି । ବିଶ୍ୱ ଇତିହାସରେ ମାନବ ଜାତି ହୁଏତ ଆଗରୁ କେବେ ଏମିତି ମହାମାରୀ ଦେଖିନଥିଲା । ମାନବ ଇତିହାସ ବ୍ଲାକ୍ ଡେଥ୍ ଠାରୁ ସ୍ପେନିସ୍ ଫ୍ଲୁ ଭଳି ମହାମାରୀ ଦେଖିଛି । କିନ୍ତୁ କେବେ ମଧ୍ୟ ପୁରା ଦୁନିଆ ପାଖାପାଖି ୬ ମାସ ପର୍ଯ୍ୟନ୍ତ ଲକଡାଉନ୍ ଭିତରେ ରହିନଥିଲା । ବିକଶୀତ ଦେଶଠାରୁ…

ସଚ୍ଚୋଟ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ() ଟିକସ ସୁଧାର ନେଇ ନୂଆ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ଦେଶରେ କରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଚ୍ଚୋଟ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହୋଇଛି । ସ୍ୱଚ୍ଛ କରଦାତାଙ୍କୁ ଡରିବାର କିଛି ନାହିଁ ।…

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ଗିରଫ, ବନ୍ଧୁକ ସହ ୪ଟି ଅଫୁଟା ଗୁଳି ଜବତ

ଖୋର୍ଦ୍ଧା: ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ନାୟକକୁ ଗିରଫ କରିଛି ଜଟଣୀ ଥାନା ପୋଲିସ। ଜଟଣୀ ବାଛେରା ଗ୍ରାମରେ ଆଇଆଇସି ଚଢ଼ାଉ କରି ଅଜୟକୁ ଗିରଫ କରିଥିବା ସୂଚନା ମିଳିଛି । ତା ନିକଟରୁ ଗୋଟିଏ ବନ୍ଧୁକ ଓ ଚାରିଗୋଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ। ଅଜୟ ନାମରେ ଜଟଣୀ ବ୍ୟତିତ ଆଖପାଖ ଥାନାରେ…

ବଡ଼ ଖବର,ଦିନକରେ ୬୬ ହଜାର ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ()    ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୭ ହଜାର ୩୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬୬ ହଜାର ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୭କୁ ବୃଦ୍ଧି ପାଇଛି ।…

ପୁଣି ଗଲା ଆଉ ଏକ ହାତୀ ଛୁଆର ଜୀବନ

ସମ୍ବଲପୁର : ପୁଣି ସମ୍ବଲପୁର ଜ଼ୀଲ୍ଲାର ଧମା ରେଞ୍ଜ ତବଲୋଇ ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଶାବକର ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ ହାତୀଟି ଅଢେଇ ବର୍ଷରୁ ୩ବର୍ଷ ମଧ୍ୟରେ ହେବ। କିଛି ଦିନ ପୂର୍ବରୁ ଏହି ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ହାତୀଟିର ପାଟିରୁ…

ପଡି ପଡି ଖତ ହେଲାଣି ହଜାର ହଜାର ବସ୍‍

ଭୁବନେଶ୍ୱର : ରାଜ୍ୟରେ ଏବେ ହଜାର ହଜାର ବସ୍‍ ଖତ ହେବାରେ ଲାଗିଛି । ଛିଡା ହୋଇ ହୋଇ କାହାର ଚକା ଫାଟିଲାଣି ତ ଆଉ କାହା ଉପରେ ଗଛ ଲତା ମାଡିଗଲାଣି । ମାସ ମାସ ଧରି ଷ୍ଟାର୍ଟ ହୋଇପାରୁ ନାହିଁ । ମାଲିକମାନେ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ଏହି ଶିଳ୍ପ ସହ ଜଡିତ ପ୍ରାୟ ଅଢେଇ ଲକ୍ଷ ଲୋକ ଏବେ…