ଆତଙ୍କବାଦୀଙ୍କ ଆକ୍ରମଣରେ ଗଲା ୨ ପୋଲିସ ଅଧିକାରୀଙ୍କ ଜୀବନ
ଆଜି ଶ୍ରୀନଗର ଉପକଣ୍ଠରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଜମ୍ମୁ-କଶ୍ମୀରର ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ ଶ୍ରୀନଗର ସହରର ସୀମାନ୍ତରେ ଥିବା ନୋଭଗାମରେ ପୋଲିସ ଟିମ୍ ଆକ୍ରମଣ କରିଥିଲା।
ଏହି ଆକ୍ରମଣରେ ତିନି ଜଣ ପୋଲିସ…
