Odia News Portal

ନେତା ବିହୀନ ହୋଇଛି ସଚିବାଳୟ ସେବା ସଂଘ

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ କର୍ମଚାରୀ ସଂଗଠନ ସଚିବାଳୟ ସେବା ସଂଘ ଏବେ ନେତାବିହୀନ । ସଂଘ ଓ କ୍ୟାଡରର ସମସ୍ୟା ବୁଝିବାକୁ କେହି ନାହିଁ । ନିର୍ବାଚନ କମିଶନ ହାତ ବାନ୍ଧି ବସିଛନ୍ତି । ସଂଘ ନେତାଙ୍କ ଅସହଯୋଗ ପୂର୍ବପରି ଲାଗି ରହିଛି । ୨୦୧୭ ଜୁଲାଇ ମାସରେ ଶେଷ ନିର୍ବାଚନ…

୫ ଜିଲ୍ଳାକୁ ଅରେଞ୍ଜ ଓ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ବଙ୍ଗୋପସାଗରରେ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି ବର୍ତ୍ତମାନ…

ବନ୍ଦ ହେଲା ୬ଟି ଗେଟ୍

ସମ୍ବଲପୁର : ହୀରାକୁଦରେ ଜଳ ପ୍ରବେଶ ପୂର୍ବାନୁମାନ ଅନୁଯାୟୀ ବୃଦ୍ଧି ନ ପାଇବା କାରଣରୁ ରବିବାର ପୁଣି ୩ଟି ପର୍ଯ୍ୟାୟରେ ୬ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ରବିବାର ରାତିରେ ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଉପର ମୁଣ୍ଡରେ ଅଧିକ ବର୍ଷା ଆଶଂକା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମଭାବରେ ଶନି ସହ ଚନ୍ଦ୍ର ଯୋଗରୁ କର୍ମକ୍ଷେତ୍ର ପ୍ରଶସ୍ତ ରହିବ । ବନ୍ଧୁମାନଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟମାନଙ୍କ ପ୍ରତି ଆଗ୍ରହୀ ହେବେ । ଗୃହ ମରାମତି, ଭୂମିକ୍ରୟ, ଗାଡିମୋଟର କିଣାବିକା କ୍ଷେତ୍ରରେ ସମସ୍ୟା ଉପୁଜିପାରେ । ବୃଷ ନିକଟ…

କଟକରେ କୋଭିଡ ସଂକ୍ରମଣ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ

କଟକ : କଟକରେ ଦେଖାଦେଇଥିବା କୋଭିଡ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଇ ପି ସି ଟେଷ୍ଟ ଠାରୁ ଆରମ୍ଭ କରି ବିଭିନ୍ନ ପଦକ୍ଷେପ ନିଆଯାଉଅଛି। ଆଜିଠାରୁ ଏସ ସି ବି ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ମାନଙ୍କ ଠାରେ ନିର୍ଦ୍ଧିଷ୍ଟ ନିୟମ ପାଳନ…

ଏହି ରାଜ୍ୟରେ ପୁରା ବର୍ଷେ ବଢିଲା କରୋନା କଟକଣା

ମାସେ ନୁହେଁ କି ଦୁଇ ମାସ ନୁହେଁ । ବର୍ଷେ ବଢିଲା କରୋନା କଟକଣା । କଟକଣା ବଢାଇଛନ୍ତି କେରଳ ସରକାର । ୧ ବର୍ଷ ପର୍ଯ୍ୟନ୍ତ ସାମଜିକ ଦୂରତା ଏବଂ ଫେସ୍‌ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ନିୟମ ଖିଲାପ କଲେ ୧୦ ହଜାର ଟଙ୍କା ଜରିମାନା ସହ ୨ ବର୍ଷ ଜେଲ ଭୋଗିବାକୁ ପଡ଼ିବ । ଏପିଡେମିକ ଡିଜିଜ୍‌…

କୋଭିଡ ନିୟମ ନ ମାନିବାରୁ ସିଲ ହେଲା ନର୍ସିଂହୋମ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଅନେକ ସ୍ଥାନର ହସ୍ପିଟାଲଗୁଡିକରୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ସମସ୍ତ ନର୍ସିଂହୋମ ଏବଂ ଘରୋଇ ମେଡିକାଲକୁ କରୋନା ଗାଇଡଲାଇନ୍ ମାନିବାକୁ କଡା ନିର୍ଦ୍ଦେଶ…

ଇସ୍ରୋକୁ ବଡ଼ ସଫଳତା : ମଙ୍ଗଳର ସବୁଠୁ ବଡ଼ ଜହ୍ନର ଫଟୋ ଉଠାଇଲା ମଙ୍ଗଳଯାନ

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ମଙ୍ଗଳଯାନ (ମାର୍ସ ଅର୍ବିଟର ମିଶନ ବା ଏମ୍‌ଓଏମ୍‌)ରେ ଲାଗିଥିବା ‘ମାର୍ସ କଲର କ୍ୟାମେରା’(ଏମ୍‌ସିସି) ମଙ୍ଗଳର ସବୁଠୁ ବଡ଼ ଚନ୍ଦ୍ର ‘ଫୋବୋସ’ର ଫଟୋ ଉତ୍ତୋଳନ କରିଛି। ଜୁଲାଇ ୧ ତାରିଖରେ ଏହି ଫଟୋ ନିଆଯାଇଥିଲା। ଏହି ସମୟରେ ମଙ୍ଗଳଯାନ ମଙ୍ଗଳ ଠାରୁ…

ଲକଡାଉନରେ କାନ୍ଦି କାନ୍ଦି ବେହାଲ ହେଲେ ରାକ୍ଷୀ ସାଓ୍ଵନ୍ତ

ଚର୍ଚ୍ଚିତ ଏବଂ ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ ନିଜର ଫିଲ୍ମ କ୍ୟାରିୟରରେ ବହୁତ ବଡ ବଡ କଳାକାରଙ୍କ ସହିତ କାମ କରିଛନ୍ତି। ଏହି କାରଣରୁ ସମସ୍ତ ସେଲିବ୍ରିଟୀ ତାଙ୍କ ନିଧନରେ ବହୁତ ଦୁଃଖୀ ହୋଇଛନ୍ତି। କଳାକାର ତାଙ୍କ ସହିତ ପୁରୁଣା ଭିଡିଓ ସେୟାର କରି ତାଙ୍କୁ ମନେ ପକାଉଛନ୍ତି। ତେବେ…

କାଲି ଲଞ୍ଚ୍‌ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଆସନ୍ତାକାଲି ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ସୁଶାନ୍ତ ବେଶ୍‌ ଏକ୍ସାଇଟେଡ୍‌ ଥିଲେ। ଏହି ଫିଲ୍ମ ତାଙ୍କ ବେଷ୍ଟଫ୍ରେଣ୍ଡ ଓ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ଥିଲା। ମାତ୍ର ଫିଲ୍ମ…