Odia News Portal

ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ଦାମ୍‌ ଆସନ୍ତୁ ଜାଣିବା

ସରକାରୀ ତୈଳ କମ୍ପାନୀଙ୍କ ଦ୍ୱାରା ଆଜି ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୧.୦୩ ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ରହିଛି ୮୦.୦ ୩ ଟଙ୍କା। ସେହିପରି ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ ଏବଂ ଡିଜେଲ ଦାମ…

ପୁଣି କୋଭିଡ୍ କେୟାର ସେଣ୍ଟରରେ ଲାଗିଗଲା ନିଆଁ, ୭ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଆଜି ସକାଳେ ଏକ କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗି ଯିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା…

ଆଜି ଲଘୁଚାପ : ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ଆଜି ଉତ୍ତର ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ବଢ଼ିଯିବ । ଆସନ୍ତା ୧୩-୧୪ ତାରିଖ ଯାଏଁ ବର୍ଷା ଲାଗି…

ଖୋଲିଲା ହୀରାକୁଦର ୮ ଟି ଗେଟ୍

ଖୋଲିଲା ହୀରାକୁଦର ୮ ଟି  ଗେଟ୍। ଗତ କାଲି ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୮.୫୦ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରର ଉପର ମୁଣ୍ଡରେ ୩.୪୬ ମିଲିମିଟର, ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୫ ହଜାର ୯୪୮ ଘନଫୁଟ ଜଳ…

ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର

ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର  ଏବଂ ସବୁଠାରୁ ମଜାଳିଆ ଖେଳାଳୀ ଯୁଜବେନ୍ଦ୍ର ଚହଲ ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ରୋକା ସେରେମୋନିର କିଛି ଫଟୋ ସେୟାର କରି ନିଜ ବିବାହ ବିଷୟରେ କହିଛନ୍ତି। ଚହଲ ଏହି ଖୁସି ଖବର ଜଣାଇ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ। କିନ୍ତୁ ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିପାରନ୍ତି। ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାକୁ ମନ…

ବଲିଉଡ ଆକ୍ଟର ସଞ୍ଜୟ ଦତ୍ତ ଅସୁସ୍ଥ

ବମ୍ବେ : ବଲିଉଡ ଆକ୍ଟର ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିଛନ୍ତି । ତାପରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି ।…

ଆଜି ସୁସ୍ଥ ହେଲେ ପୁଣି ୧୫୪୪ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି  ଆଉ ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବଭାଗ। କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଏ ସପ୍ତାହରେ ୧୦୦୦ ପାର କରିଚାଲିଛି କରୋନାରୁ ସୁସ୍ଥ ସଂଖ୍ୟା । ଦିନକୁ ଦିନ ଯେତେ…

ଆମାଜନ୍‌ର ଧମାକା ସେଲ୍‌ : ଫୋନ୍‌ , ହେଡ୍‌ଫୋନ୍‌ , ଲ୍ୟାପ୍‌ଟପ୍‌ ସବୁଥିରେ ଡିସ୍‌କାଉଣ୍ଟ ଅଫର

ନୂଆଦିଲ୍ଲୀ : ଆମାଜନରେ  ୬ ଓ ୭ ଅଗଷ୍ଟରେ ପ୍ରାଇମ୍‌ ଡେ ସେଲ୍‌ର ଆୟୋଜନ କରାଯାଇଥିଲା । ଏବେ ଏହି ସେଲ୍‌ ସରିବା ପରେ ଉକ୍ତ କମ୍ପାନୀ ଆଉ ଏକ ଫ୍ରିଡମ୍‌  ସେଲ୍‌ ୨୦୨୦ର ଆରମ୍ଭ କରିଦେଇଛି । ଆପଣଙ୍କୁ କହି ରଖୁଛି କି  ଯେଉଁଠି ଗୋଟେପଟେ  ପ୍ରାଇମ୍‌  ଡେ ସେଲ୍‌  ପ୍ରାଇମ୍‌ ମେମ୍ୱରଙ୍କ ପାଇଁ…

ବିଶ୍ବର ଚତୁର୍ଥ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଫ୍ରାନ୍ସର ବର୍ନାଡ ଅର୍ନାଲ୍ଟଙ୍କୁ ପଛରେ ପକାଇ ଏବେ ବିଶ୍ବର ୪ର୍ଥ ସବୁଠାରୁ ବଡ ଧନୀ ବ୍ୟକ୍ତି ହୋଇଯାଇଛନ୍ତି। ଏହୀ ସୂଚୀରେ ମୁକେଶ ଅମ୍ବାନୀଙ୍କ ଉପର କେବଳ ଫେସବୁକର ସଂସ୍ଥାପକ ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟର ବିଲ୍…