ଆଜିଠାରୁ ପ୍ରବଳ ବର୍ଷିବ, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା
ଭୁୁବନେଶ୍ୱର() ଆଜିଠାରୁ ୧୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତାରେ ରହିଥିବା ମୌସୁମୀ ଟ୍ରଫ୍ ଏବେ ଝାଡ଼ଖଣ୍ଡରୁ ଉତ୍ତର-ପୂର୍ବ ବଙ୍ଗୋପସାଗରମୁହାଁ ହୋଇଛି। ଏହା ସହ ଏକ ଟ୍ରଫ୍ଲାଇନ୍ ଗୁଜରାଟରୁ ପଶ୍ଚିମବଙ୍ଗ ଆଡ଼କୁ ଗତି କରୁଛି। ଏହା…
