Odia News Portal

ଯୁବକଙ୍କୁ ଭୂଜାଲି ଭୁସି ହତ୍ୟା

ଚାନ୍ଦବାଲି : ପୂର୍ବ ଶତୃତା ଓ ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଷଣ୍ଢଗଡା ଗାଁରୁ ଆସିଛି ଏପରି ଏକ ଅଭିଯୋଗ। ଷଣ୍ଢଗଡା ଗାଁର ଦୁଃଶାସନ ସାହୁଙ୍କ ପୁଅ ଅଲେଖ ସାହୁଙ୍କୁ ସେହି ଗାଁର ଗୋଟିଏ ପରିବାରର ୪ ରୁ ୫ ଜଣ ମିଶି ପ୍ରଥମେ ଚିଙ୍ଗୁଡି ପ୍ଲାଣ୍ଟ…

ପ୍ରାରମ୍ଭ ଭାରତ ସାମାଜିକ ଅନୁଷ୍ଠାନ ତରଫରୁ ରାସନ୍ ସାମଗ୍ରୀ ପ୍ରଦାନ

ପୁରୀ : ପ୍ରାରମ୍ଭ ଭାରତ ସାମାଜିକ ଅନୁଷ୍ଠାନ ତରଫରୁ ଆଜି ଚନ୍ଦନପୁରର ବୀରଗୋବିନ୍ଦପୁର ଠାରେ ରହୁଥିବା ୨୫ ରୁ ଅଧିକ ନେତ୍ରହିନ ଭାଇ ଓ ଭଉଣୀ ମାନଙ୍କୁ ଏକ ମାସ ପାଇଁ ରାସନ୍ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହାକୁ ଭଗବାନ ପତି ଗ୍ରହଣ କରିଥିଲେ । ଏହି ଭାଇ ଓ ଭଉଣୀମାନେ ଏକାଠି ରହି ଫିନାଇଲ…

ପୁଣି ମାନବିକତା ଦେଖାଇଲେ ବିଧାୟକ

ବ୍ରହ୍ମପୁର : ବ୍ରହ୍ମପୁର କପିଳେଶ୍ବର ପେଟ୍ଟା ଛକ ନିକଟରେ ରହୁଥିବା ଅସହାୟ ଗରୀବ ଅବିବାହିତା ମହିଳା ସରସ୍ବତୀ ସାହୁ ବୟସ ପ୍ରାୟ ୭୦ ବର୍ଷ । ଆଜି ତାଙ୍କରି ଅକାଳ ବିୟୋଗ ଘଟିଲା । କାଳେ କରୋନା ହୋଇଥିବ ଭାବି ତାଙ୍କରି କେହି ସମ୍ପର୍କୀୟ ସେହି ଜାଗାକୁ ଆସିଲେ ନାହିଁ । ଏହି ଖବର ବ୍ରହ୍ମପୁର…

ଭୁବନେଶ୍ୱରରୁ ଆଉ ୧୯୦ କରୋନା ପଜିଟିଭ

ଭୁବନେଶ୍ୱର() ଆଜି  ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୮ ଓ ସ୍ଥାନୀୟ ଅଞ୍ଚଳରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୦୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ…

ସୁରେଶ ପୂଜାରୀଙ୍କୁ କରୋନା

ଭୁବନେଶ୍ୱର () ବରଗଡ଼ ସାଂସଦ ତଥା ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ କରୋନା । ତାଙ୍କ ଠାରେ କୌଣସି ଲକ୍ଷଣ ନଥିଲା । ହେଲେ ଟେଷ୍ଟ ପରେ ଆଜି ପଜିଟିଭ୍‌ ରିପୋର୍ଟ ଆସିଛି ।ସୁରେଶ ପୂଜାରୀ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍‌ ଆଇସେଲେସନରେ…

ଭୁବନେଶ୍ୱରରେ ୧୦ ଦିନରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ଆଜି ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିିି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଦୁରୀ । ସେ କହିିଛନ୍ତି ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏହାସହ କରୋନା ଟେଷ୍ଟକୁ ଅଧିକରୁ ଅଧିକ ବଢ଼ାଯାଉଛି ।…

ଗଞ୍ଜାମରେ କରୋନା ରିକଭରି ରେଟ ୭୮%

ଗଞ୍ଜାମ() ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, ‘ଗଞ୍ଜାମରେ କରୋନା ରିକଭରି ରେଟ ୭୮% ପର୍ଯ୍ୟନ୍ତ ରହିଛି । କରୋନାରୁ ସୁସ୍ଥ ହୋଇ ଫେରୁଥିବା ଲୋକମାନେ ଅନ୍ୟମାନଙ୍କୁ…

କେବଳ ୨୨୫ଟଙ୍କାରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ() ଭାରତରେ ଦିନକୁ ଦିନ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ କରୋନା ଭାକସିନର ହ୍ୟୁମାନ୍ ଟ୍ରାଏଲ ଜାରି ରହିଛି । ତେବେ ଅକ୍ସଫୋର୍ଡ ୟୁନିଭର୍ସିଟିର ଭାକସିନର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଭାରତରେ ଗରିବ ଓ ମଧ୍ୟବିତ୍ତ…

ଘରୋଇ ହସପିଟାଲ ପାଇଁ ଆଡଭାଇଜରୀ ଜାରି

ଭୁବନେଶ୍ୱର() ରାଜ୍ୟ ସରକାର ପୁଣି ଘରୋଇ ହସପିଟାଲ ପାଇଁ ଆଡଭାଇଜରୀ ଜାରି କରିଛନ୍ତି । କେବଳ ସ୍ୱତନ୍ତ୍ର କୋଭିଡ୍ ହସପିଟାଲ ନୁହଁ, ଏଣିକି ରାଜ୍ୟର ଘରୋଇ ହସପିଟାଲ ଗୁଡିକ ମଧ୍ୟ କରୋନା ସଂକ୍ରମିତଙ୍କୁ ଚିିକିତ୍ସା ଯୋଗାଇଦେବେ । ୩୦ରୁ ଅଧିକ ଶଯ୍ୟା ବ୍ୟବସ୍ଥା ଥିବା ଘରୋଇ ହସପିଟାଲ…

ଉପବାଚସ୍ପତିଙ୍କ ପୁଅ ବିରୋଧରେ ଏତଲା

ଅଡୁଆରେ ଉପବାଚସ୍ପତିଙ୍କ ପୁଅ । ନିୟମ ନମାନିବାରୁ ଥାନାରେ ଏତଲା ଦାୟର ହୋଇଛି । ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପୁତ୍ର ଅରୁଣାଭ ସିଂହ କୋଭିଡ଼ ଆଇନକୁ ଉଲ୍ଲଘଂନ କରିଥିବା ନେଇ ଅନୁଗୁଳ ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଶୁକ୍ରବାର ରାତିରେ ଏତଲା…