ଆସୁଛି ୯ରେ ଆଉ ଏକ ଲଘୁଚାପ, ଏହି ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ନିର୍ଧୁମ ବର୍ଷା ହୋଇଛି ଗତ ୨୪ ଘଣ୍ଟାରେ । ସମ୍ବଲପୁରର ଯୁଯୁମୁରାରେ ସର୍ବାଧିକ ୨୮୫ ମିଲିମିଟର ବର୍ଷା ଢାଳିଛି । ବୌଦ୍ଧ ଖରିମାଳରେ ୧୭୬ ମିମି, ସୋନପୁରରେ ୧୭୦ ମିମି, ପୁରୀ କାକଟପୁରରେ ୧୫୨ ମିମି, ଗୋପରେ ୧୫୧ ମିମି, ଭୁବନେଶ୍ୱରରେ ୧୪୯.୪ ମିମି ଓ କଟକର କଣ୍ଟାପଡ଼ାରେ…
