ନୂଆ CAG ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ
ନୂଆଦିଲ୍ଲୀ() ଜମ୍ମୁ-କଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗର୍ଭନର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ CAG (Comptroller and Auditor General)ଘୋଷିତ କରାଯାଇଛି। ଯେଉଁ ଦିନ ସରକାର ତାଙ୍କୁ ସିଏଜି ଭାବରେ ନିଯୁକ୍ତ କରିଥିଲେ, ସେହି ଦିନ ଠିକ୍ ୧ ବର୍ଷ ପୂର୍ବେ ସେ ଜମ୍ମୁ-କଶ୍ମୀରର ବିଭାଜନ ପରେ…
