Odia News Portal

ରାଜ୍ୟର ସବୁ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ସମ୍ପର୍କରେ ଯାଞ୍ଚ କରାଯିବ

ଭୁବନେଶ୍ୱର() ରାଜ୍ୟର ସବୁ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ସମ୍ପର୍କରେ ଯାଞ୍ଚ କରାଯିବ ।  ଯାଞ୍ଚ ନେଇ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟ୍ୱିଟ ଯୋଗେ ସୂଚନା  ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ଏଏଫଓ ଏବଂ ଡିଏଫଓମାନଙ୍କୁ କୁହାଯାଇଛି । …

ଆତ୍ମହତ୍ୟା କଲେ ଅଭିନେତା ସମୀର ଶର୍ମା

ମୁମ୍ବାଇ() ଜଣାଶୁଣା ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି । ସମୀର ମୁମ୍ବାଇରେ ଆତ୍ମହତ୍ୟା କରିଛନ୍ତି । ‘କ୍ୟୁଂକି ସାସ୍ ଭି କଭି ବହୂ ଥୀ’ରେ ସମୀର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ଗତକାଲି ରାତିରେ ୪୪ ବର୍ଷୀୟ ସମୀର ମଲାଡ ପଶ୍ଚିମରେ ଥିବା ସିଏଚଏସ ଆପାର୍ଟମେଣ୍ଟରେ…

ଅଗଷ୍ଟ ମାସ ଚ୍ୟାଲେଞ୍ଜିଂ ହେବ, ସତର୍କ ରହିବାକୁ ପଡ଼ିବ

ଗଞ୍ଜାମ()  ଅଗଷ୍ଟ ମାସ ଆମ ପାଇଁ ଚ୍ୟାଲେଞ୍ଜିଂ ହେବ । ଏହା କହିଛନ୍ତି  ଗଞ୍ଜାମ ଜିଲ୍ଲାପାଳ  ବିଜୟ କୁଲାଙ୍ଗେ ।  ଜିଲ୍ଲାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହା କହିଛନ୍ତି । ସେ କହିଛନ୍ତି ଯେ, ଏବେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା କମୁଛି । ଗଞ୍ଜାମରେ ଟେଷ୍ଟିଂ…

ବିଶ୍ୱ ଅର୍ଥନୀତିରେ ଏବେବି ସୁଧାର ଆସିନାହିଁ

ନୂଆଦିଲ୍ଲୀ()  ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ୧. କୋଭିଡ଼ ୧୯ ସ୍ଥିତିକୁ ଆଖିଆଗରେ ରଖି ରେପୋ ହାର ଅପରିବର୍ତିତ ରଖାଯାଇଛି । ୨. ରେପୋ ରେଟ ୪% ରଖାଯାଇଛି । ୩. ବିଶ୍ୱ ଅର୍ଥନୀତିରେ ଏବେବି ସୁଧାର…

ଖୋର୍ଦ୍ଧା ଏସପିଙ୍କୁ କରୋନା

ଭୁବନେଶ୍ବର() ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କୁ କରୋନା । ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିଥିବା ଏସପି ନିଜେ ସୂଚନା ଦେଇଛନ୍ତି । ଏସପି କହିଛନ୍ତି, ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିଲେ । ସପୃକ୍ତ ଷ୍ଟାଫ ଆକ୍ରାନ୍ତ ହେବାରୁ ଅନ୍ୟ ସମସ୍ତଙ୍କ…

ମନୋଜ ସିହ୍ନା ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ

ନୂଆଦିଲ୍ଲୀ() ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ହେବେ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ। ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ପରେ ମନୋଜଙ୍କୁ ଉପରାଜ୍ୟପାଳ ଦାୟିତ୍ବ ଦିଆଯାଇଛି। ଅନ୍ୟପଟେ ଗିରୀଶଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଉଲ୍ଲେଖଯୋଗ୍ୟ ଯେ ଗତକାଲି…

କରୋନା ନେଲା ଆଉ ୧୦ ମୁଣ୍ଡ, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ବର() ଦିନକରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ମୃତ ୧୦ ଜଣଙ୍କ ମଧ୍ୟରୁ ଗଞ୍ଜାମ…

ଦିନକରେ ୧୬୯୯ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ୨୨୦, ଲୋକାଲ କେସ ୬୨୬

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୧୬୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୧୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ପରିବାରଙ୍କ ଲାଗି ଅନୁକମ୍ପା ରାଶି ଘୋଷଣା

ଗୁଜୁରାଟ() ଗୁଜୁରାଟର ଅହମ୍ମଦାବାଦ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ମୃତକଙ୍କ ପରିବାରକୁ ସମଦେବନା ଜଣାଇଛନ୍ତି । ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ସେ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା…

ଅଫିସରଙ୍କ ହାତରୁ କ୍ଷମତା ନକାଢିବା ଲାଗି ମନ୍ତ୍ରୀ ବିଧାୟକଙ୍କ ଚାପ

ଭୁବନେଶ୍ଵର : ଲାଭଜନକ ପଦ ପଦବୀରେ ଥିବା ଅଧିକାରୀଙ୍କ ବଦଳି ହେଲେ ତାହାକୁ ବାତିଲ ଲାଗି ମନ୍ତ୍ରୀ, ବିଧାୟକମାନେ ଚାପ ପକାନ୍ତି । ହେଲେ ଦୀର୍ଘବର୍ଷ ଧରି ଏକାଧିକ ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ କାର୍ଯ୍ୟ ହାଲୁକା ପାଇଁ ଅନ୍ୟମାନଙ୍କୁ ଦାୟିତ୍ୱ ଦେଲା ବେଳକୁ ମନ୍ତ୍ରୀ ବିଧାୟକଙ୍କ ଚାପ ଏବେ…