Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଏବଂ କାର୍ଯ୍ୟସିଦ୍ଧି ହେବ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ।…

ପ୍ଲାଜମା ଦାନ ପାଇଁ ଆଗଭର ହେଲେ ୪ ଯୁବକ

କାମାକ୍ଷାନଗର : ମହାମାରୀ କରୋନାରେ ପୀଡିତ ଲୋକଙ୍କ ଜୀବନ ରକ୍ଷା ପାଇଁ ଆଗଭର ହୋଇଛନ୍ତି ୪ଯୁବକ । ଏହି ଚାରିଜଣ ଯୁବକ କରୋନା ସଂକ୍ରମିତ ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଢେଙ୍କାନାଳ ଜିଲ୍ଲାର ଏହି ଚାରି ଜଣ ଯୁବକ ସୋମବାର ପ୍ଲାଜମା ଦାନ କରିବାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ…

ବଡ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ, ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର : ରାକ୍ଷୀ ପୁର୍ଣ୍ଣିମାରେ ବଡ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୧୧୯ କରୋନାରୁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।  ଆଜି ରେକର୍ଡ ସଂଖ୍ୟକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ…

କରୋନାରୁ ରକ୍ଷା ପାଇଁ ଭଉଣୀ ଘର ସାନିଟାଇଜ କଲେ ଭାଇ

ଭୁବନେଶ୍ୱର : ରକ୍ଷା ବନ୍ଧନରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧେ। ଏହି ବନ୍ଧନର ପାଉଣା ହିସାବରେ ଭାଇ ଭଉଣୀକୁ ଜୀବନ ସାରା ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦିଏ। ଆଜିକାଲି ରକ୍ଷା ବନ୍ଧନରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧିଲେ ଭାଇ ଉପହାର ହିସାବରେ ଟଙ୍କା, ଚକୋଲେଟ ନଚେତ ପୋଷାକ…

ସାମାଜିକ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ଵର : ଅମୃତ ସଂଜୀବନୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ପବିତ୍ର ବଳଭଦ୍ର ଜନ୍ମ ଓ ଗହ୍ମା ପୂର୍ଣ୍ଣିମା ଉପଲକ୍ଷେ ତୁଳସୀପୁର ଗ୍ରାମ ପଞ୍ଚାୟତ ନାଗରିକ ମଞ୍ଚ ଓ ସମର୍ପିତ ଓଡ଼ିଶା ର ମିଳିତ ଆନୁକୂଲ୍ୟରେ ତୁଳସୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଙ୍କୀ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର…

କରୋନା ଆଢୁଆଳରେ ମନ୍ତ୍ରୀ-ଅଫିସରଙ୍କର ବେପାର ନିଶା

ଭୁବନେଶ୍ୱର : କରୋନା ମହାମାରୀରେ ରାଜ୍ୟବାସୀ ଛଟପଟ ହେଉଥିବାବେଳେ ରାଜ୍ୟର ଜଣେ ଉଚ୍ଚ ପଦସ୍ଥ ଅଫିସର ଓ ଆଉ ଜଣେ ମନ୍ତ୍ରୀଙ୍କୁ ବେପାର ନିଶା ଘାରିଛି । ଦୁଇ ଜଣ ମିଶି କାରଖାନା ପ୍ରତିଷ୍ଠାରେ ମାତିଛନ୍ତି । ଏମାନଙ୍କ ଭାଗିଦାରୀରେ କାରଖାନା କାର୍ଯ୍ୟ ଝାରସୁଗୁଡା ଜିଲ୍ଲାରେ ଆଗେଇ ଚାଲିଥିବାବେଳେ…

ରାକ୍ଷୀରେ ଗ୍ରାହକ ମାନଙ୍କ ପାଇଁ Samsung ଆଣିଲା ଧମାକାଦାର ଅଫର

ରକ୍ଷାବନ୍ଧନ ଅବସରରେ ସାମସଙ୍ଗ ଇଣ୍ଡିଆ କମ୍ପାନୀ ନିଜ ଗ୍ରାହକ ମାନଙ୍କୁ ଏକ ସାନଦାର ଅଫର ଦେଇଛ । ଏହି ନୂଆ ଅଫର ଅନୁଯାୟୀ ଏଣିକି ସାମସଙ୍ଗର ତିନି ତିନିଟି ସ୍ମାର୍ଟଫୋନକୁ ଶସ୍ତା ଦରରେ କିଣା ଯାଇପାରିବ । ଲଞ୍ଚ ହୋଇଥିବା ନୂଆ ଅଫର ଅନୁଯାୟୀ ସାମସଙ୍ଗ ଗାଲାକ୍ସି A 71, ଗ୍ୟାଲେକ୍ସି A 51 (8GB…

ବଜ୍ରାଘାତରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ସୋର : ରାକ୍ଷୀ ଭିଜିଗଲା ଆଖି ଲୁହରେ । ଇଏ ସିନେମା କାହାଣୀ ନୁହେଁ । ଏଭଳି ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗାଁରେ । ଆଜି ଅପରାହ୍ନରେ ବଜ୍ରାଘାତରେ ଦୁଇ ଜଣ ପିଲାଙ୍କର ମୃତ୍ୟୁ ଘଟିଛି । ଜଣେ ପୁଅ ଓ ଜଣେ ଝିଅ । ତେବେ ଅତି ଦୁଃଖଦ ଘଟଣା ହେଉଛି ରାକ୍ଷୀ ବାନ୍ଧିବା ପରେ…

ଭୁବନେଶ୍ବରରୁ ଆଉ ୮୯ ପଜିଟିଭ

ଭୁବନେଶ୍ୱର() ଭୁବନେଶ୍ୱରରେ ଆଜି ୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୮୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୨୪ଜଣ ଚିହ୍ନଟ ହୋଇଛନ୍ତି  । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା…

କାଲିଠାରୁ ଗଡିବ ମୋ ବସ୍

ଭୁବନେଶ୍ୱର()  ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ବନ୍ଦ ରଖାଯାଇଥିଲା । କିନ୍ତୁ ଆସନ୍ତାକାଲିଠାରୁ ୮ଟି ରୁଟରେ ମୋ ବସ୍ ଗଡ଼ିବ ।…