ଜିମ୍ ଓ ଯୋଗ କେନ୍ଦ୍ର ପାଇଁ ଗାଇଡ଼ଲାଇନ
ନୂଆଦିଲ୍ଲୀ() ଜିମ୍ ଓ ଯୋଗ କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଥିବା ଜିମ୍ ଓ ଯୋଗ କେନ୍ଦ୍ର ବନ୍ଦ ରହିବ । ଅବରୋଧ ଅଞ୍ଚଳ ବାହାରେ ଥିବା ଜିମ୍ ଓ ଯୋଗ କେନ୍ଦ୍ର ଖୋଲାଯିବ । କିନ୍ତୁ ୬୫ବର୍ଷରୁ ଅଧିକ ବ୍ୟକ୍ତି, ଗର୍ଭବତୀ ଓ…
