Odia News Portal

କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପର

ଭୁବନେଶ୍ୱର : ରାଜ୍ୟରେ କରୋନା କାୟାବିସ୍ତାର କରୁଥିବାବେଳେ ଏହାର ମୁକାବିଲା ପାଇଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁଙ୍କ ଏବଂ ତାଙ୍କ ଟିମ୍‍ ଏବେ ଚଳଚଞ୍ଚଳ । ଗତ କିଛିଦିନ ଧରି କରୋନା ମୁକାବିଲା ପାଇଁ ସରକାରୀ ସ୍ତରରେ ଯେଭଳି ନିୟମିତ ସମୀକ୍ଷା ସହିତ ତ୍ୱରିତ ନିଷ୍ପତ୍ତିମାନ ଗ୍ରହଣ…

୪୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବାପରେ କଟକଣା ଲାଗୁ

ପୁରୀ: ପୁରୀର ୪ଟି ୱାର୍ଡ ୯ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା। କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫,୨୬,୩୧ ଓ ୩୨ ନମ୍ବର ୱାର୍ଡର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ୯ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଗତକାଲି ରାତି ୯ଟାରୁ ଅଗଷ୍ଟ ୩ତାରିଖ ସକାଳ ପର୍ଯ୍ୟନ୍ତ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଦାମିନୀ ଯୋଗ ପ୍ରଭାବରୁ ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି। ବ୍ୟବସାୟିକ, ସାମାଜିକ ଓ ଆନୁଷ୍ଠାନିକ ସ୍ଥିତି ଠିକ୍‌ ରହିବ। ପାରିବାରିକ ସମସ୍ୟା…

ରାଜଧାନୀରେ ମହିଳାଙ୍କୁ ମର୍ଡର୍‌, ପୋଲିସ୍ ଚଳାଇଛି ଅନୁସନ୍ଧାନ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା କାରଗିଲ୍ ବସ୍ତିରେ ହତ୍ୟାକାଣ୍ଡ । ଏଠାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । କିଛି ସମୟ ପୂର୍ବରୁ ଏହି ଘଟଣା ବିଷୟରେ ଜଣାପଡ଼ିଛି । ମହିଳାଙ୍କ ରକ୍ତ ଜୁଡୁବୁଡୁ ଶରୀର ଘରେ ପଡ଼ିଥିବାର ଦେଖା ଯାଇଥିଲା । ଅତି ନିର୍ମମ ଭାବେ ମହିଳାଙ୍କୁ…

ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରୁ ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବେ ନିୟୋଜିତ ମନ୍ତ୍ରୀ । ଜିଲ୍ଲାକୁ ଯାଇ ପ୍ଲାଜମା ପାଇଁ ଉତ୍ସାହିତ କରିବା ସହ ସମସ୍ତ…

ଓଡିଶା ସରକାରଙ୍କ ସହାୟତା ନେଇ ବିଜେପି ଅବଗତ ନୁହେଁ : ବିଜେଡି

ଭୁବନେଶ୍ୱର : ଓଡିଶା ସରକାର ଗତ ଏପ୍ରିଲ ମାସଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ର କାର୍ଡଧାରୀ ମାନଙ୍କୁ ଅଗ୍ରୀମ ଭାବେ ମାସକୁ ୫କିଲୋ ଚାଉଳ ଓ ଏକ କିଲୋ ଡାଲି ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ୫ମାସ ପାଇଁ ମାଗଣାରେ ଅନୁରୂପ ପରିମାଣ ଚାଉଳ ଓ ଡାଲି ଯୋଗାଇ ଦେବେ । ବିଜେପି ନେତାମାନେ ଏହା ଜାଣି…

କଟକ ସହରରୁ ୯୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : ଆଜି କଟକ ସହରରୁ ଆଉ ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୩ରୁ ୭୫ ହୋମ୍ କ୍ୱାରେଣ୍ଟିନ ରହିଥିବା ବେଳେ ୩ ଜଣ ସରକାରୀ କ୍ୱାରେଣ୍ଟିନ୍ ଓ ଅନ୍ୟ ଜଣେ ପେଡ୍ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ୧୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ବକ୍ସିବଜାର ବାସୁଳିସାହିରୁ ୨୩ କରୋନା ପଜିଟିଭ…

ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !

ନୂଆଦିଲ୍ଲୀ: ମହାକାଶରୁ ୩ ଅବାଞ୍ଛିତ ଅତିଥି ପୃଥିବୀ ଆଡକୁ ଆସୁଛନ୍ତି । ଆଜି ଏହି ତିନୋଟି ପୃଥିବୀରୁ ଅତି ନିକଟତର ଦୂରତା ଦେଇ ଗତି କରିବେ । ସମଗ୍ର ବିଶ୍ୱର ବୈଜ୍ଞାନିକ ଏହି ୩ ସଙ୍କଟ ଉପରେ ନଜର ରଖିଛନ୍ତି । ଯାହାଦ୍ୱାରା ସେମାନଙ୍କ ଦିଗରେ ସାମାନ୍ୟ ପରିବର୍ତ୍ତନ ଆସିଲେ ଚେତାବନୀ ଜାରି କରି…

ଆସନ୍ତୁ ଜାଣିବା ରାଜଧାନୀରେ କେତେ କମିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ : ବୈଶ୍ୱିକ ବଜାରରେ ତୈଳ ଦରରେ ହ୍ରାସ ଦେଖା ଦେଇଛି । କିନ୍ତୁ ଭାରତୀୟ ବଜାରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ । ଅନ୍ୟପକ୍ଷେ ଦେଶରେ କୋରୋନା ଯୋଗୁଁ ସଙ୍କଟର ସ୍ଥିତି ଜାରି ରହିଛି । ଆଜି ଅର୍ଥାତ ଶୁକ୍ରବାର ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦରରେ…

କଙ୍ଗନା ରାନାଓ୍ବତଙ୍କୁ ମୁମ୍ବାଇ ପୋଲିସ ପଠାଇଲା ସମନ୍

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ସ୍ବଣଉତ୍ତୋଳନ କରୁଥିବା କଙ୍ଗନା ରାନାଓ୍ବତଙ୍କୁ ମୁମ୍ବାଇ ପୋଲିସର ସମନ।  ପୋଳିସ ଗତ ଗୁରୁବାର କଙ୍ଗନାଙ୍କୁ ସମନ୍ ପଠାଇଛି। କଙ୍ଗନା ଏବେ ମୁମ୍ବାଇରେ ନାହାନ୍ତି ଓ ନାହ ଏଭଳି ସ୍ଥିତିରେ ମୁମ୍ବାଇ ଆସିବାକୁ ଚାହାନ୍ତି।…