ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା
ଭୁବନେଶ୍ବର : ଲକଡାଉନ ସଟଡାଉନର ଭରପୁର ଫାଇଦା ଉଠାଉଛନ୍ତି ଲୁଟେରା। କରୋନା ମୁକାବିଲାରେ କୋଭିଡ ଯୋଦ୍ଧା ବ୍ୟସ୍ତ ଥିବା ବେଳେ ଲୁଟେରାଙ୍କର ଜମୁଛି ଲୁଟତାରଜ୍। କିଛି ଦିନ ତଳେ ଭିଜିଲାନ୍ସ ଡିଏସପିଙ୍କ ଘରୁ ଲୁଟେରାମାନେ ଲୁଟ କରି ଛୁମନ୍ତର ହୋଇଯାଇଥିଲେ। ଏହି ଘଟଣାର ସପ୍ତାହ ପରେ ସେହି…
