ଆଉ ୩୦୪ କରୋନା ପଜିଟିଭ, ୩୨ ଲୋକାଲ କେସ
ଭୁବନେଶ୍ୱର,()ରାଜ୍ୟରେ ଆଜି ଆଉ ୩୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୨ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ…
