Odia News Portal

ସ୍ୱାଭିମାନ ଅଞ୍ଚଳରେ ଡିଜିପିଙ୍କ ଦ୍ୱାରା ନୂତନ ଥାନାର ଶୁଭାରମ୍ଭ

ଭୁବନେଶ୍ବର : ପୁଲିସ୍‍ ମହାନିର୍ଦ୍ଦେଶକ ଅଭୟ ଆଜି ବରିଷ୍ଠ ପୁଲିସ୍‍ ଅଧିକାରୀମାନଙ୍କ ସହ ମାଲକାନଗିରି ଜିଲ୍ଲା ସ୍ୱାଭିମାନଅଞ୍ଚଳର ଜୋଡାମ୍ବୋ ଓ ହଣ୍ଟାଲଗୁଡା ଗସ୍ତ କରିଛନ୍ତି । ମହାନିର୍ଦ୍ଦେକ ଜୁଡାମ୍ବୋ ପଞ୍ଚାୟତରେ ଜୁଡାମ୍ବୋ ଥାନାର ଶୁଭାରମ୍ଭ କରିବା ସହିତ ଥାନାର ନୂଆ କୋଠାପାଇଁ…

ସୋନାକ୍ଷୀ ଡିଲିଟ୍‌ କଲେ ନିଜ ଟ୍ଵିଟର ଆକାଉଣ୍ଟ, କଣ ପାଇଁ ଆସନ୍ତୁ ଜାଣିବା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ବଲିଉଡ୍‌ ଜଗତକୁ ଦୋହଲାଇ ଦେଇଛି। ଅଭିନେତାଙ୍କ ମୃତ୍ୟୁ ପରେ ବଲିଉଡ୍‌ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଏବେ ସୋସିଆଲ ମିଡିଆରେ ନେପୋଟିଜମ୍‌ ସବୁଠୁ ଚର୍ଚ୍ଚିତ ମୁଦ୍ଦା ପାଲଟିଛି। ସୁଶାନ୍ତଙ୍କ ଫ୍ୟାନ୍‌ଙ୍କ ସମେତ ସୋସିଆଲ ମିଡିଆ ୟୁଜର୍ସମାନେ ବହୁ…

କନ୍ଧମାଳର ପ୍ରଥମ ମହିଳା ଫ୍ଲାଇଂ ଅଫିସର ହେଲେ ସୁଶ୍ରୀ ସାଇପ୍ରାଣୀତା

କନ୍ଧମାଳ : କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ହାସଲ କଲେ ସୁଶ୍ରୀ ସାଇପ୍ରାଣୀତା ମହାନ୍ତି । ନିଜର ସ୍ବପ୍ନକୁ ସାର୍ଥକ କରି ଆଜି କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଂ ଅଫିସର ହୋଇଛନ୍ତି ସେ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦିଖଣ୍ଡି ସାହିରେ ବସବାସ କରୁଥିବା ଶଙ୍କର ଚରଣ ମହାନ୍ତି ଓ…

ୱାର୍ଡ ନଂ – ୩୯ରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ମହାବୀର ସାମାଜିକ ସଂଗଠନ ର ସାଧାରଣ ସମ୍ପାଦକ ତଥା ସମାଜସେବୀ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ନୁଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ, ଲଫିଙ୍ଗ କ୍ଲବ, ଆଞ୍ଚଳିକ ବିକାଶ କେନ୍ଦ୍ର, ମହାବୀର ସାମାଜିକ ସଂଗଠନ ଓ ମହାବୀର ପୂଜା କମିଟି ର ମିଳିତ ସହଯୋଗରେ ଚୀନ ସୀମାରେ କୋଡିଏ…

ଏଟିଏମ୍‌ରୁ ଟଙ୍କା ଉଠାଣର ଆସିଲା ନୂଆ ନିୟମ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍‌ରୁ ଟଙ୍କା ଉଠାଣକୁ ନେଇ ଏକ ନୂଆ ନିୟମ ଲାଗୁ କରିଛି । ବର୍ତ୍ତମାନ ୫ ହଜାରରୁ ଅଧିକ ଟଙ୍କା ଉଠାଣରେ ଲାଗିବ ସର୍ଭିସ୍‌ ଚାର୍ଜ । ଆରଟିଆଇ ମାଧ୍ୟମରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ୨୦୧୯ ଅକ୍ଟୋବର ୨୨ରେ ଇଣ୍ଡିଆନ ବ୍ୟାଙ୍କସ୍…

ରିୟା ଚକ୍ରବର୍ତ୍ତୀଙ୍କ ଭୂମିକାକୁ ନେଇ ପୁଲିସ୍‌ର ସନ୍ଦେହ !

ମୁମ୍ୱାଇ : ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି ।  ଏହି ଭିତରେ ପୁଣି ଏକ ବଡ଼ ଖୁଲାସା ହୋଇଛି ।  ସୁଶାନ୍ତର ପ୍ରିୟ ବନ୍ଧୁ ତଥା ଗର୍ଲଫ୍ରେଣ୍ଡ ଥିବା ରିୟା ଚକ୍ରବର୍ତ୍ତୀଙ୍କୁ  ପୁଲିସ୍‌ ଦ୍ୱିତୀୟ ଥର ପୁଣି ଜେରା କରିବ । ପୁଲିସ୍‌…

ଏହି ତାରିଖରେ ଖୋଲିଵ ସିନେମା ହଲ୍

କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ହୋଇଥିଲା। ଏବେ ବହୁତ ଦିନର ବ୍ୟବଧାନ ପରେ ଧୀରେ ଧୀରେ ଲକଡାଉନ ଖୋଲିବାକୁ ଲାଗିଛି। ସବୁକିଛି ଧୀରେ ଧୀରେ ଖୋଲୁଥିବା ବେଳେ ସିନେ ପ୍ରେମୀ ଏବେ ଫିଲ୍ମ ହଲ୍‌ କେବେ ଖୋଲିବ ତାକୁ ନେଇ ଚିନ୍ତାରେ ରହିଛି। ଦୀର୍ଘ ୩ ମାସ ଫିଲ୍ମ ହଲ୍‌ ବନ୍ଦ ରହିଥିବା…

ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ବର : ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ। ବିଏମସି ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଏଠାକାର ସୁବାସନଗରରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ବିଏମସି। ଆକ୍ରାନ୍ତଙ୍କର କୌଣସି ଟ୍ରଭେଲ ହିଷ୍ଟ୍ରି ନଥିବାରୁ ଏଭଳି…

ମାଓ କ୍ୟାମ୍ପ୍‌ରେ ପଶିଲା କରୋନା

ମାଲକାନଗିରି : ମାଓ କ୍ୟାମ୍ପ୍‌ରେ ପଶିଲା କରୋନା । ଏଭଳି ଏକ ସୂଚନା ଆସିବା ପରେ ପୋଲିସ୍ ତତ୍ପର ହୋଇ ଉଠିଛି । ଛତିଶଗଡ଼ ବିଜାପୁର ଜିଲ୍ଲା ପେଡାକ୍ୱାଲି ଗାଁରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କୁ ପୋଲିସ୍ ଗିରଫ କରିବା ପରେ ଏ କଥା ସ୍ପଷ୍ଟ ହୋଇଛି । ଏହି ମହିଳା ମାଓବାଦୀଙ୍କ ନାଁ ସୁମିତ୍ରା ।…

ସୂର୍ଯ୍ୟୋପରାଗ ବେଳେ ଗର୍ଭବତୀ ଆଦୌ କରନ୍ତୁନି ଏହି କାମ

ଆସନ୍ତାକାଲି ଆଷାଢ଼ କୃଷ୍ଣ ଅମାବାସ୍ୟାରେ ଦୃଶ୍ୟମାନ ହେବାକୁ ଯାଉଛି ଆଉ ଏକ ସୂର୍ଯ୍ୟୋପରାଗ। ଏହି ପରାଗ ମୃଗଶିରା ନକ୍ଷତ୍ର ଏବଂ ମିଥୁନ ରାଶିରେ ହେବ। ଭାରତୀୟ ସମୟ ଅନୁସାରେ ଏହି ପରାଗର ଅବଧି ୩ ଘଣ୍ଟା ୩୨ ମିନିଟ୍‌ ରହିବ। ରବିବାର ଦିନ ୧୦.୩୮ରେ ପରାଗ ସ୍ପର୍ଶ ହେବ। ମଧ୍ୟାହ୍ନ ୧୨.୨୫ରେ ପରାଗ…