Odia News Portal

କରୋନା ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ଔଷଧ

କରୋନା ସଂକ୍ରମିତଙ୍କ ପାଇଁ ଖୁସି ଖବର । ଅଳ୍ପ କିମ୍ବା ମଧ୍ୟମ ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଛି ଔଷଧ । ଫାବି ଫ୍ଲୁ ନାମରେ ଆସୁଥିବା ଏହି ଔଷଧକୁ ପ୍ରସ୍ତୁତ କରିଛି ଗେ୍ଲନମାର୍କ ଫାର୍ମାସ୍ୟୁଟିକାଲ୍ସ । ଏ ସଂପର୍କରେ ଆଜି କମ୍ପାନୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି…

ଆସନ୍ତାକାଲି ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ସମୟ ଓ କେଉଁ କେଉଁଠାରେ ଦୃଶ୍ୟ ହେବ ଜାଣନ୍ତୁ

ଭୁବନେଶ୍ୱର()   ୨୦୨୦ର ପ୍ରଥମ ସୂର୍ଯ୍ୟପରାଗ ଜୁନ୍ ୨୧ ଅର୍ଥାତ୍ ରବିବାର ଦିନ ଲାଗିବ । ଭାରତର ସମୟ ଅନୁସାରେ ଏହି ସୂର୍ଯ୍ୟପରାଗ ସକାଳ ୯ଟା୧୫ରୁ ଆରମ୍ଭ ହେବ ଓ ଏହାର ପ୍ରଭାବ ଦ୍ୱିପହର ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ରହିବ । ଆଂଶିକ ସୂର୍ଯ୍ୟପରାଗ ଅପରାହ୍ନ ୩ଟା ୪ ମିନିଟରେ ସମାପ୍ତ ହେବ ।…

ଗୋଟିଏ ଫିଲ୍ମ ପାଇଁ ସୁଶାନ୍ତ ନେଉଥିଲେ ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିବା ଖବର ଶୁଣି ସମସ୍ତେ ହୋଇଯାଇଛନ୍ତି ସ୍ତବ୍ଧ। ଗୋଟିଏ ପଟେ ତାଙ୍କର ଫ୍ୟାନମାନେ ଶୋକରେ ବୁଡି ରହିଥିବା ବେଳେ ପୋଲିସ ପ୍ରତିଟି ଆଙ୍ଗେଲରୁ ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ କରୁଛି। ପୋଲିସ ଲଗାତାର ବିଭିନ୍ନ ପ୍ରକାର…

୪୧୪ କୋଟି ୨୪ ଲକ୍ଷ ଟଙ୍କାର ପ୍ରୋଜେକ୍ଟକୁ ଅନୁମୋଦନ

ବରଗଡ଼() ବରଗଡ ଜିଲ୍ଲା ର ବିକାଶ ରେ ଏକ ନୂତନ ଇତିହାସ ଯୋଡ଼ି ହୋଇଛି ।ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଆନ୍ତରିକତା ଏବଂ ଉଦ୍ୟମ ଯୋଗୁଁ ଵରଗଡ-ବଲାଙ୍ଗୀର ଜାତୀୟ ରାଜପଥର ଉନ୍ନତି କରଣ ପାଇଁ ୪୧୪ କୋଟି ୨୪ ଲକ୍ଷ ଟଙ୍କାର ଏକ ବୃହତ ପ୍ରକଳ୍ପ କୁ କେନ୍ଦ୍ର ସରକାର ଗତ ତା …

ଆଉ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୫୩୪କୁ ବୃଦ୍ଧି ପାଇଛି । କଟକରୁ ସର୍ବାଧିକ ୭୦, ଖୋର୍ଦ୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, ଭଦ୍ରକରୁ ୯, ମୟୁରଭଞ୍ଜରୁ ୯,…

ଗରିବ କଲ୍ୟାଣ ରୋଜଗାରରେ ଓଡିଶାକୁ ସାମିଲ କରିଥିବାରୁ ଧନ୍ୟବାଦ

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ ପୁର୍ବ ଭାରତର ସମଗ୍ର ବିକାଶକୁ ପ୍ରାଥମିକତା ଦେଇ ଓଡିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ ବଲାଙ୍ଗିର ଏବଂ ବାଲେଶ୍ୱରକୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ସହ ଯୋଡିଛନ୍ତି । ଯଦ୍ୱାରା ଏହି ଜିଲ୍ଲାର ଶ୍ରମିକ ତଥା ପ୍ରବାସୀ ଶ୍ରମିକମାନେ ରୋଜଗାର ପାଇପାରିବେ ଏବଂ…

ଭୁବନେଶ୍ୱରରୁ ୧୯ ପଜିଟିଭ, ୧୫ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୧୯ ଜଣ ହୋଇଥିବା ଜଣାପଡ଼ିଛି । ୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ହୋମ କ୍ୱାରେଣ୍ଟିନ ଓ ୧୫ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଏକ ଘରୋଇ ହସ୍ପିଟାଲରେ ୩ଜଣ ମହିଳା ଓ ୩ଜଣ…

ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର, ଗୁରୁତର ଅବସ୍ଥାରେ ଭର୍ତ୍ତି

ଭୁବନେଶ୍ୱର() ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର । ଆଲବମ ହିରୋଇନ ଦୀପା କ୍ୟାନସରରେ ପୀଡିତ ଥିବା ଜଣାପଡିଛି । କ୍ୟାନସରରେ ପୀଡିତ ହେବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । କିନ୍ତୁ ଏବେ କ୍ୟାନସରରେ ପୀଡିତ ହେବା ପରେ ଚିକିତ୍ସା ହେବା ପାଇଁ ଅର୍ଥ ସାଜିଛି…

ଶହୀଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

ରାଇରଙ୍ଗପୁର() ଭାରତ ଚୀନ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ଘଟି ଓଡ଼ିଶାର ଦୁଇ ଜଣ ଯବାନ ବୀର ଗତି ପ୍ରାପ୍ତ ହେବା ପରେ ଦୁଇ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ…

ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ() ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାରେ ଏହି ଯୋଜନା ସହାୟକ ହେବ । ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ ଗ୍ରାମୀଣ…