Odia News Portal

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ

ଭୁବନେଶ୍ୱର() ରଥଯାତ୍ରା ସମ୍ପର୍କିତ ନୀତି ସମ୍ପର୍କରେ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ନିଆଯିବ । ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା କହିଛନ୍ତି ଗଜପତି ମହାରାଜା । ଏ ବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା…

ଭୁବନେଶ୍ବରରୁ ୭ ପଜିଟିଭ, ୩ ଲୋକାଲ କେସ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର() ରାଜ୍ୟରେ ୧୭ଜିଲ୍ଲାରୁ ଆଜି ଆଉ ନୂଆ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣ ଭୁବନେଶ୍ୱରର । ଏହାସହ ୭ଜଣଙ୍କ ମଧ୍ୟରେ ୪ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟିନରେ ଥିବା ୪ଜଣ…

୩୦୦କୋଟି ଟଙ୍କାର ଦୁର୍ନୀତି କରାଯାଇଛି

ଭୁବନେଶ୍ୱର() କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ଏହାରି ଭିତରେ ଶ୍ରମିକଙ୍କ ପାଇଁ କୋଭିଡ କିଟ୍ସ କିଣାରେ ବଡ଼ ଦୁର୍ନୀତି କରାଯାଇଥିବା ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ…

କାନ୍ଦିଲେ ସୁର ରାଉତରାୟ

ଭୁବନେଶ୍ୱର() କାନ୍ଦି ପକାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ କାନ୍ଦିଲେ ସୁର । ସୁପି୍ରମକୋର୍ଟ ଜରିଆରେ ଅନ୍ୟାୟ କରାଯାଇଛି । ଜଗନ୍ନାଥ କ୍ଷମା ଦେବେନି ବୋଲି କହିଛନ୍ତି ସୁର । ଏହା ସହ ସେ ଆହୁରି କହିଛନ୍ତି, ଗତ ରାତିରେ ଶୋଇ ପାରିନି । ୬୫…

୧୩ ଦିନରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ() ଆଜି ଲଗାତାର ୧୩ ଦିନରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଏହି ବର୍ଧିତ ଦର ସହ ଭୁବନେଶ୍ୱରରେ ପେଟ୍ରୋଲ ଦର ପଖାପାଖି ୮୦ ଟଙ୍କାରେ ପହଂଚିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଚ୍ଛା ୭୮ଟଙ୍କା ୯୧ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୭୫ ଟଙ୍କା ୨୭ ପଇସା ରହିଛି । ଏହାକୁ…

ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ

ପୁରୀ() ରଥଯା ବନ୍ଦ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା । ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ବିକଳ୍ପ ବ୍ୟବସ୍ଥା ନେଇ ପରିଚାଳନା କମିଟି ଓ ସେବାୟତଙ୍କ ଆଲୋଚନା ପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ । ଆଲୋଚନା ବେଳେ ଆଇନ ମନ୍ତ୍ରୀ…

ମୃତ୍ୟୁ ସଂଖ୍ୟା ୧୨ହଜାର ୫୭୩କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୦,୫୩୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ହଜାର ୫୭୩ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୩, ୫୮୬ଜଣ ନୂଆ ଆକ୍ରାନ୍ତ…

ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୫ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ୧୬ଜିଲ୍ଲାରୁ ଆଜି ଆଉ ନୂଆ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୬୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୨୫ଜଣ ସ୍ଥାନୀୟ…

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ସୁପ୍ରିମକୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ନିଷ୍ପତ୍ତିକୁ ମାନିବା ପରେ ରଥଯାତ୍ରା ନୀତି ସମ୍ପର୍କରେ ଆଜି ଆଲୋଚନା କରାଯିବ। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ରଥଯାତ୍ରାର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଶୁକ୍ର ଯୁକ୍ତ ଚନ୍ଦ୍ର ପ୍ରଭାବରେ ଆପଣଙ୍କ ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତିକୁ ବୃଦ୍ଧି କରିବ। ଯେ କୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଚଳାଇ ନେଇପାରିଲେ କୃତକାର୍ଯ୍ୟ ହେବେ। ଅପରାହ୍ନେ ବନ୍ଧୁଙ୍କ ଆଗମନରେ କିଛି ସମୟ ଅତିବାହିତ କରିବାକୁ ପଡିପାରେ। ବୃଷ ରାଶିରେ…