Odia News Portal

ଭୁବନେଶ୍ୱରରେ ପହଞ୍ଚିଲା ସହିଦଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଦୁଇ ଓଡ଼ିଆ ଯବାନଙ୍କ ମରଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଓଡ଼ିଆ ଯବାନ କନ୍ଧମାଳ ରାଇକିଆର ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁର ନନ୍ଦୁରାମ ସୋରେନଙ୍କ ମରଶରୀର ଆସି ପହଞ୍ଚିଛି । ଲଦାଖରେ ଚୀନ ସୈନ୍ୟଙ୍କ ସହ…

କେନ୍ଦ୍ରମନ୍ତ୍ରୀଙ୍କ ପଦକ୍ଷେପକୁ ଧନ୍ୟବାଦ ଦେଲେ ସିଦ୍ଧାର୍ଥ

ନୟାଗଡ() ନୟାଗଡ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକର ପଦ୍ମାବତୀ ଗ୍ରାମ ନିକଟରେ ମହାନଦୀ ଗର୍ଭରେ ଠାବ ହୋଇଥିଲା ୫୦୦ ବର୍ଷ ପୁରାତନ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନଃଉଦ୍ଧାର କରାଯିବା ସହ ମନ୍ଦିରକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଭାରତୀୟ…

ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଅଜି ଆଉ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୯୭ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୭, ଖୋର୍ଦ୍ଧାରୁ ୧୬,…

ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତିଙ୍କ ପ୍ରତିକ୍ରିୟା

ପୁରୀ() ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିବ । କିନ୍ତୁ ସୁପ୍ରିମକୋର୍ଟ ଯାହା ରାୟ ଶୁଣାଇଛନ୍ତି ସମସ୍ତେ ତାହା ମାନିବାକୁ ବାଧ୍ୟ ।…

ଭୁବନେଶ୍ୱରରୁ ୯ ପଜିଟିଭ

ଭୁବନେଶ୍ୱର()  ରାଜ୍ୟରେ ଆଜି ୧୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ଼ ହସ୍ପିଟାଲର ୩ଜଣ କର୍ମଚାରୀ । ୪ଜଣ ଆକ୍ରାନ୍ତ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ଜଣ ସ୍ଥାନୀୟ ଅଞ୍ଚଳର…

ଚଳିତ ବର୍ଷ ହେବନାହିଁ ରଥଯାତ୍ରା

ନୂଆଦିଲ୍ଲୀ()  ଚଳିତ ବର୍ଷ ହେବନାହିଁ ରଥଯାତ୍ରା । ବଡ଼ଦାଣ୍ଡରେ ଗଡ଼ିବନି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ  । ଦୀର୍ଘଦିନର ବ୍ୟବଧାନ ପରେ ସାଢେ଼ ୪ କୋଟି ଓଡ଼ିଆ ରଥଯାତ୍ରା ଦେଖିବାରୁ ବଂଚିତ ହେବେ  । ରଥଯାତ୍ରା ନେଇ ଯେଉଁ ଟିକକ ଆଶା ଥିଲା ତାହା ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ…

ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରା ବାତିଲ

କେନ୍ଦ୍ରାପଡା() ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଚଳିତ ବର୍ଷ ଟଣା ହେବନି ବ୍ରହ୍ମ ତାଳଧ୍ୱଜ ରଥ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରାକୁ ଚଳିତ…

ଭାରତ କରୋନା ସହ ଲଢିବ ଓ ଆଗକୁ ବଢିବ

ନୂଆଦିଲ୍ଲୀ() ଉଦ୍ୟୋଗ ଜଗତକୁ କଥା ଦେଉଛି, ମୁଁ ଆପଣମାନଙ୍କ ସହ ଅଛି । ଦେଶର ବିକାଶ ପାଇଁ ଆପଣ ୨ ପାଦ ଚାଲନ୍ତୁ, ମୁଁ ୪ ପାଦ ଚାଲିବି ବୋଲି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ୪୧ଟି କୋଇଲା ଖଣିର କମର୍ସିଆଲ ନିଲାମୀ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମୋଦୀ ଏହା…

ସ୍ମୃତିରଞ୍ଜନ ଲେଙ୍କା ରାଜ୍ୟ ଯୁବ କଂଗ୍ରେସ ସଭାପତି

ଭୁବନେଶ୍ୱର() ସ୍ମୃତିରଞ୍ଜନ ଲେଙ୍କା ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି । ଲୋକନାଥ ମହାରଥୀଙ୍କ ବଦଳରେ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ସଭାପତିର ଦାୟିତ୍ୱ ଦିଆଯାଇଛି । ସ୍ମୃତିରଞ୍ଜନଙ୍କୁ ଭାରତୀୟ ଯୁବ କଂଗ୍ରେସର ସଭାପତି ନିଯୁକ୍ତି ଦେଇଛନ୍ତି । ଅନ୍ୟପଟେ ସ୍ମୃତିରଞ୍ଜନ ଏବେ ଯୁବ କଂଗ୍ରେସର…

ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି

ପୁରୀ()  ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ସମ୍ପୁର୍ଣ୍ଣ ସୁସ୍ଥତାର ଖବର ଦଇତାପତି ମାନେ ଗଜପତିଙ୍କୁ ଦେବେ । ଏଥିପାଇଁ ଶ୍ରୀମନ୍ଦିରରେ ଆଜି ଭୋଗମଣ୍ଡପ ନୀତି ପରେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀନଅରକୁ ଯିବେ ।…