ବୁଗୁଡ଼ାରେ ଜିଲ୍ଲାପାଳଙ୍କ କରୋନା ସମୀକ୍ଷା
ବୁଗୁଡା : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ କୋଭିଡ ସ୍ପେଶାଲ ଏଡିଏମ ବିଶାଳ ସିଂ ବୁଗୁଡା ଗସ୍ତେରେ ବୁଧବାର ଆସି ବୁଗୁଡା ବ୍ଲକ ଓ ବୁଗୁଡା ଏନଏସି ର କୋଭିଡ ସଂକ୍ରମଣ ବିଷୟରେ ସମୀକ୍ଷା କରିଥିଲେ। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସି…
