୫ଜି ଲଞ୍ଚ କରିବ ଜିଓ !
ନୂଆଦିଲ୍ଲୀ() ଜିଓ ପ୍ଲାଟଫର୍ମ ସହ ଯୋଡ଼ି ହୋଇଛି ଗୁଗୁଲ । ଗୁଗୁଲ ଜିଓରେ ୩୩ହଜାର ୭୩୭ କୋଟି ନିବେଶ କରିବ । ଗୁଗୁଲ ଜିଓର ୭.୭% ଅଂଶଧନ କିଣିବ ବୋଲି ଅମ୍ବାନି କହିଛନ୍ତି । ଏପର୍ଯ୍ୟନ୍ତ ଜିଓରେ ୨.୧୨ ଲକ୍ଷ କୋଟି ଟଙ୍କା ନିବେଶ ହୋଇସାରିଛି । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୩ତମ ବାର୍ଷିକ ବୈଠକ…
