ଏହି ଅଭିନେତ୍ରୀଙ୍କ ଆଜି ଜନ୍ମଦିନ
ଭୁବନେଶ୍ୱର : ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଆଜି ଜନ୍ମଦିନ। ୧୯୯୬ ମସିହା ଜୁଲାଇ ୨୩ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ତରଙ୍ଗରେ ପ୍ରସାରିତ ହେଉଥିବା ରିଆଲିଟି ଶୋଟ ‘କିଏ ହେବ ମୋ ହିରୋଇନ୍ ସିଜନ୍-୧‘ର ବିଜୟିନୀ ହେବା ପରେ ଏଲିନା ଓଲିଉଡ୍ରେ ପାଦ ଥାପିଥିଲେ। ପ୍ରଥମ ଫିଲ୍ମ…
