୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଜବତ
ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଦ୍ୱାରା ଜବତ ହେଲା ୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଫୋନ । ଜବତ ମଧ୍ୟରେ ୪୯ଟି ଦାମୀ ଆଣ୍ଡ୍ରଏଡ଼ ମୋବାଇଲ ଫୋନ, ଗୋଟିଏ ଟ୍ୟାବ, ୫ଟି ପାୱାର ବ୍ୟାଙ୍କ, ଇଅର ଫୋନ ଆଦି ସାମଗ୍ରୀ ରହିଛି। ଗତକାଲି ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ମୁଗୁପାଳ ଛକ ନିକଟରେ…
