Odia News Portal

ଭୁବନେଶ୍ୱରରୁ ୯୧ କରୋନା ପଜିଟିଭ, ୧୯ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରରୁ ଆଜି ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା…

ସେରମ୍ ଇନ୍‌ଷ୍ଟିଚ୍ୟୁଟର ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନଭେମ୍ୱର ଉପଲବ୍ଧ ହେବ ଟିକା

ଭୁବନେଶ୍ୱର()   କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେରମ୍ ଇନ୍‌ଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ୱାଲାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ ଯୋଗେ ଭ୍ୟାକ୍ସିନ୍ ପ୍ରସ୍ତୁତିର…

୭୫ ବର୍ଷରେ ପାଦ ଦେଲା ଏନସି କଲେଜ

ଯାଜପୁର() ୧୯୪୬ ମସିହାରୁ  ପ୍ରତିଷ୍ଠିତ ଯାଜପୁର ଜିଲ୍ଲା ଏନସି ସ୍ୱୟଂ ଶାସିତ କଲେଜ ଆଜି ୭୫ ବର୍ଷରେ ପାଦ ଦେଇଛି । ଏହି କେଲଜ ୭୫ ବର୍ଷ ମଧ୍ୟରେ ରାଜ୍ୟର ବହୁ ଶିକ୍ଷାବିତ ପ୍ରଶାସକ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସୃଷ୍ଟି କରି ସଗୌଉରବେ ମୁଣ୍ଡ ଟେକି ଠିଆ ହୋଇଛି । ଏହି କଲେଜରେ ଦୀର୍ଘ ୫ ବର୍ଷକାଳ…

ରାୟଗଡା ଜିଲ୍ଲା ସପ୍ତାହେ ସଟ୍ ଡାଉନ୍

ରାୟଗଡା()   ସପ୍ତାହେ ପାଇଁ ରାୟଗଡା ଜିଲ୍ଲା ସଟ୍ ଡାଉନ୍ । ଆଉ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲିଠାରୁ ଏହି ସଟ୍ ଡାଉନ୍ କାର୍ଯ୍ୟକାରୀ ହେବ । ସଟ୍ ଡାଉନ୍ ନିୟମ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।୯୬ ଚିହ୍ନଟଙ୍କୁ…

ଶପଥ ନେଲେ ୪ ଓଡିଆ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ() ରାଜ୍ୟସଭାକୁ ନିର୍ବାଚିତ ଓଡିଶାର ୪ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଏହି ନୂଆ ରାଜ୍ୟସଭା ସାଂସଦ ମାନଙ୍କର ଶପଥ ଗ୍ରହଣ ବିଳମ୍ବିତ ହୋଇଥିଲା । ଶେଷରେ ଆଜି ଏହି ନୂତନ ସାଂସଦମାନେ ଦିଲ୍ଲୀଠାରେ ଶାପଥ ଗ୍ରହଣ କରିଛନ୍ତି ।…

ଆଉ ୫ ମୁଣ୍ଡ ନେଲା କରୋନା, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର () ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ  ୧୦୭୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ, ୩୫୭ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୦୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୩୫ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରବି କେନ୍ଦ୍ରସ୍ଥ ଯୋଗୁ ପାରିବାରିକ ସ୍ଥିତି ଭଲ ରହିଲେ ମଧ୍ୟ ଶନିଙ୍କ ଦୃଷ୍ଟିରୁ ବିଶୃଙ୍ଖଳା ଦେଖାଦେଇପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ,ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ…

କରୋନା ଯୋଗୁ ଏ ବର୍ଷ ହେବନି ଅମରନାଥ ଯାତ୍ରା

ଜମ୍ମୁ-କାଶ୍ମୀର :  କରୋନା ଯୋଗୁ ଏବର୍ଷ ହେବନି ଅମରନାଥ ଯାତ୍ରା । ଅମରନାଥ ମନ୍ଦିର ବୋର୍ଡ ପକ୍ଷରୁ ଏମିତି ସୂଚନା ଦିଆଯାଇଛି । କରୋନା ମହାମାରୀ ପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି ବୋଲି ଅମରନାଥ ମନ୍ଦିର ବୋର୍ଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଗିରୀଶ…

ଚର୍ଚ୍ଚିତ ଘଟଣା : କିନ୍ନରଙ୍କ ହାତ ଧରିଲେ ଯୁବକ

କେନ୍ଦ୍ରାପଡ଼ା : ହାଇଦ୍ରାବାଦ୍‌ରେ ଦେଖାଚାହାଁ । କ୍ରମେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ସଂପର୍କ । ପରେ ସଂପର୍କ ନେଇଥିଲା ପ୍ରେମର ରୂପ । ତୃତୀୟଲିଙ୍ଗି ବା କିନ୍ନର ହୋଇଥିବା ଜାଣି ମଧ୍ୟ ଯୁବକ ଜଣକ ତାଙ୍କୁ ନିଜ ଜୀବନସାଥୀ ଭାବେ ବାଛି ନେଇଥିଲେ । କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଉପସ୍ଥିତିରେ…