ମସଲ୍ସ ଦେଖାଇଲେ ହୁମା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ହୁମା କୁରେଶି ଇନ୍ଷ୍ଟା ଏକାଉଣ୍ଟରେ ପ୍ରାୟତଃ ନିଜ ଫିଟ୍ନେସ ରୁଟିନ୍ ସଂପର୍କରେ ସୂଚନା ଅପଲୋଡ୍ କରିଥାନ୍ତି । ଲାଟେଷ୍ଟ ପୋଷ୍ଟରେ ସେ ମସଲ୍ସ (ମାଂସପେଶୀ) ଦେଖାଇ ଏକ ଭିଡିଓ ସେୟାର କରିଛନ୍ତି । ୪୦ ଦିନର ପରିଶ୍ରମ ପରେ ଏହି ଫଳାଫଳ ମିଳିଥିବା ହୁମା…
