ହୀରାକୁଦ ସ୍ଥିତି ସମୀକ୍ଷା କଲେ ଟ୍ରିବ୍ୟୁନାଲ୍: ନିରୀକ୍ଷଣ କଲେ ନଦୀବନ୍ଧ ଓ ପାୱାର୍ ହାଉସ୍
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ଥିତି ସହିତ ବିଦ୍ୟୁତ୍ ଉତ୍ପାଦନର ମଧ୍ୟ ସମୀକ୍ଷା କରିଛନ୍ତି। ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଟ୍ରିବ୍ୟୁନାଲ ଗୁରୁବାର ରାତିରେ ସମ୍ବଲପୁରରେ ପହଞ୍ଚିଥିବା ବେଳେ ଶୁକ୍ରବାର ହୀରାକୁଦ ନଦୀବନ୍ଧର ଅଶୋକ ନିବାସ ସଭାଗୃହରେ…
