Odia News Portal

ଘୋଷଯାତ୍ରା ପାଇଁ ପ୍ରସ୍ତୁତି ପଥରେ ତିନିରଥ

ପୁରୀ() ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି । ଗତକାଲି ତିନି ରଥରେ ନାହାକା ବାନେ୍ଧଣି କାମ ଶେଷ ହେବା ପରେ ଆଜି ତିନି ରଥର ବଡଧରା ପୋଟଳ ଫିଟିଙ୍ଗ ହୋଇଛି । ଏଥି ସହିତ ତିନି ରଥ ମୂଳଭୁଇଁରେ କଇଁଚି ବାଡିଆ ସହ ମଛି ଭୂଇଁରେ ଅନ୍ଧାରିତାଗ ଏବଂ…

ଏମ୍ସରେ ୪ଟି ବିଭାଗରୁ ୪ଜଣ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ଵର : ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ତେବେ ଏଥିମଧ୍ୟରୁ ବାଦ ପଡୁନାହାନ୍ତି ଡାକ୍ତର । ମିଳିଥିବା ଖବର ଅନୁଯାୟୀ AIIMSର ଚାରିଟି ବିଭାଗର ୪ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ୪ଟି ବିଭାଗ ମଧ୍ୟରେ ପାଥୋଲୋଜି ଓ ସର୍ଜରୀ ବିଭାଗରୁ…

ଲକ୍‌ଡାଉନ୍‌ : ୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାରଲେ-ଜି

ଲକ୍‌ଡାଉନ୍‌ ଯୋଗୁ ଅନ୍ୟ କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ପାରଲେ-ଜି ପାଇଁ କିନ୍ତୁ ଶୁଭ ସାବ୍ୟସ୍ତ ହୋଇଛି। ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡ ଭାଙ୍ଗିଛି ପାରଲେ-ଜି ବିସ୍କୁଟ୍‌। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକ ପାରଲେ-ଜି କିଣି ଘରେ ସଞ୍ଚିତ ରଖିଛନ୍ତି। ଖାସ୍‌ କରି ପ୍ରବାସୀ…

ଚାଷୀଙ୍କୁ ୦% ସୁଧରେ ୫୦ହଜାର ଟଙ୍କା ଋଣ

ଭୁବନେଶ୍ୱର() ଚାଷୀଙ୍କ ସମସ୍ୟା ନେଇ କୃଷି ସଚିବ ସୌରଭ ଗର୍ଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚଳିତବର୍ଷ ୯୬ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି । ଚାଷୀଙ୍କ କଥା ବୁଝିବାକୁ ପ୍ରତି ସୋମବାର…

ଆଇଏଏସ ତୁହିନକାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର() ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ବିନିବେଶ ବିଭାଗ ସଚିବ ଶ୍ରୀ ପାଣ୍ଡେଙ୍କୁ କରୋନା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଶ୍ରୀ ପାଣ୍ଡେ ୧୯୮୭ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ । ସେ ପୂର୍ବରୁ ରାଜ୍ୟ…

ଜ୍ୟୋତିରାଦିତ୍ୟା ସିନ୍ଧିଆଙ୍କୁ କରୋନା

ନୂଆଦିଲ୍ଲୀ() ବିଜେପି ନେତା ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଉଭୟ ସାଉଥ ଦିଲ୍ଲୀ ସ୍ଥିତ ସାକେଯର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ ପୁର୍ବରୁ ତାଙ୍କ ମଧ୍ୟରେ କରୋନା ଲକ୍ଷର ଦେଖାଦେଇଥିବାରୁ ଉଭୟ…

ହ୍ବାଟସଆପରୁ ଡିଲିଟ୍ ମେସେଜ ଏବେ ସହଜରେ ପଢିପାରିବେ, ଜାଣନ୍ତୁ

ଆଜିକାର ସମୟରେ ସ୍ମାର୍ଟଫୋନ୍ ଅଛି ମାନେ ସେଥିରେ ହ୍ୱାଟଆପ୍ ତ ନିଶ୍ଚିତ ଥିବ, ସମସ୍ତେ ପ୍ରାୟ ଏହି ଲୋକପ୍ରିୟ ମେସେଜିଗଂ ଆପ୍ କୁ ବ୍ୟବହାର କରିଥାନ୍ତି। ହ୍ବାଟସଆପରେ ଅନେକ ଗୁଡିଏ ଫିଚର ରହିଛି, କିନ୍ତୁ ଏଥିରେ ଗୋଟେ ଫିଚର ରହିଛି ‘ଡିଲିଟ ଫର ଏଭରିଓ୍ବାନ’। ଏଥିରେ ଆପଣ କୌଣସି ଗ୍ରୁପ କିମ୍ବା…

ଅସହାୟ ଜେମାଙ୍କୁ ସହାୟତା କଲେ ଯୁବ ସମାଜସେବୀ

ଭୁବନେଶ୍ୱର : ଜେମା ଛତର ୧୫ ବର୍ଷର ଆଦିବାସୀ ବାପାମାଆ ଛେଉଣ୍ଡ ଝିଅଟିଏ ମଞ୍ଚେଶ୍ଵର୍ ଝରଣା ବସ୍ତିରେ ରୁହେ। ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ରୋଜଗାର କହିଲେ ଜେମା ଚିଙ୍ଗୁଡ଼ି କମ୍ପାନୀରେ କାମକରି ୨୦୦୦ଟଙ୍କାରେ ତିନି ଜଣ ବଞ୍ଚନ୍ତି। ଜେମା ମାଟ୍ରିକ ପରୀକ୍ଷା ଦେଇଛି। ସାନଭାଇ ମାନେ ପାଠ…

ସାବିତ୍ରୀ ରଥ ହାଇକୋର୍ଟ ବିଚାରପତି

ଭୁବନେଶ୍ୱର()  ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସାବିତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେ ଜୁନ ୧୧ରେ ବିଚାରପତି ଭାବେ ଶପଥ ନେଇ ପାରନ୍ତି…

ଭୁବନେଶ୍ବରରେ ୪ ପଜିଟିଭ

ଭୁବନେଶ୍ୱର() ଆଜି ଚିହ୍ନଟ ହୋଇଥିବା ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରେ ୪ ଜଣ ବୋଲି ଜଣାପଡ଼ିଛି । ୪ଜଣଙ୍କ ମଧ୍ୟରୁ ୩ଜଣ ଯୁବକ ଓ ଜଣେ ଯୁବତୀ ଅଛନ୍ତି । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟିନରେ ଥିଲେ । ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ବର୍ଷୀୟ ଯୁବକ…