Odia News Portal

ଆଉ ୪ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ଆଜି ରାଜ୍ୟରେ ସର୍ବାଧିକ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟିଛି । ମୃତ୍ୟୁ ହୋଇଥିବା ୪ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ଦୁଇ ଜଣ, ଅନୁଗୁଳରୁ ଜଣେ ଓ ଗଜପତିରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଗଞ୍ଜାମରେ…

ଆଜି ରେକର୍ଡ଼ ସଂଖ୍ୟକ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ଲୋକାଲ କେସ

ଭୁବନେଶ୍ବର() ଆଜି ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୨୪ ଜିଲ୍ଲାରୁ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୭୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୭୯ ଓ ସ୍ଥାନୀୟ ଅଞ୍ଚଳରୁ ୨୩୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦କୁ…

୩ ଆତଙ୍କବାଦୀ ସଫା

ଜାମ୍ମୁ-କାଶ୍ମୀର :  ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଶୁକ୍ରବାର ସକାଳେ ଗୁଳି ବିନିମୟ ହୋଇଛି। ଜାମ୍ମୁ-କାଶ୍ମୀରର କୁଲଗାମର ନାଗନାଦ ଚିମ୍ମେର ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ଏଥିରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ସେହି…

ସିଲ୍ ହେଲା ୟୁନିଟ୍ -୪ ମାର୍କେଟ୍

ଭୁବନେଶ୍ବର : ସିଲ୍ ହେଲା ୟୁନିଟ୍ -୪ ମାର୍କେଟ୍। ୟୁନିଟ୍-୪ ଅଞ୍ଚଳରୁ କେତେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମାର୍କେଟକୁ ସିଲ୍ କରାଯାଇଛି । ଏହାଛଡା ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଦୋକାନ ମଧ୍ୟ ବନ୍ଦ ରହିବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ…

ସଂଗଠନ ସଜାଡ଼ିିବାରେ ବିଜେଡ଼ିି ଆଗୁଆ

ଭୁବନେଶ୍ୱର : ଘର ସଜାଡିବାରେ ଏବେ ବିଜେଡି ଆଗରେ । ସଂଗଠନକୁ ମଝବୁତ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନେତାଙ୍କ ସହିତ ଚାଲିଛି ସିଧାସଳଖ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଗଠନକୁ ନୂଆ ରୂପ ଦେଉଥିବାବେଳେ ଦଳର ଯୁବ ଚାଣକ୍ୟ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ରାଜ୍ୟର…

ଷ୍ଟ୍ରିଟ୍ ଭେଣ୍ଡରଙ୍କ ପାଇଁ ଆତ୍ମନିର୍ଭର ନିଧି (ମାଇକ୍ରୋ କ୍ରେଡିଟ୍ ସ୍କିମ୍‌)

ଭୁବନେଶ୍ୱର : ଆଜିର ବିଶ୍ୱବାସୀ କରୋନା ପ୍ରକୋପରୁ ମୁକ୍ତି ପାଇବାର ଯୁଦ୍ଧ କରୁଥିବାବେଳେ, ସରକାରଙ୍କ ତୃଣମୂଳ ଚିନ୍ତା ଏହାକୁ କିଛି ମାତ୍ରାରେ ଲାଘବ କରିପାରିବ । ରାଜ୍ୟର ସମସ୍ତ ୧୪୪ଟି ସହରାଂଚଳରେ ଷ୍ଟ୍ରିଟ୍ ଭେଣ୍ଡିଙ୍ଗ୍ କରୁଥିବା ବ୍ୟକ୍ତିମାନଙ୍କୁ କ୍ଷୁଦ୍ର ଋଣ ସହାୟତା ପାଇଁ ଏହିି ଯୋଜନା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେଇ ସଫଳତା ହାସଲ କରିବେ। ଅଶ୍ୱିନୀ ନକ୍ଷତ୍ରର ଯାତ୍ରାରେ ଟେନ୍ସନ ଲାଗି ରହିବ କିନ୍ତୁ ନିଜର ମନୋବଳ ହେତୁ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିପାରିବେ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା…

ନିଯୁକ୍ତି ସୁଯୋଗ ସହ ଦକ୍ଷତା ବିକାଶ ଜରିଆରେ ଆତ୍ମନିର୍ଭରଶୀଳତା ସୃଷ୍ଟି କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର () କରୋନାକୁ ଚେକ ଦେଇଛି ଓଡିଶା । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାର ଏହି ମହାମାରି ସମୟରେ ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହାଦ୍ବାର ପ୍ରାୟ 25 ଲକ୍ଷ ଚାଷୀ ଉପକୃତ ହେବେ । ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ…

ରାଜ୍ୟର ୪ଜିଲ୍ଲା ଲକଡାଉନ ଘୋଷଣା

ଭୁବନେଶ୍ୱର()ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ର ମଧ୍ୟରାତ୍ରି ଯାଏଁ ୪ ଜିଲ୍ଳା ଓ ରାଉରକେଲା ଲକଡାଉନ ରହିବ ।…

ଏହି ୪ ଜିଲ୍ଲା ଓ ରାଉରକେଲାରେ ଜାରି ହେଲା ଲକଡାଉନ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ର ମଧ୍ୟରାତ୍ରି ଯାଏଁ ୪ ଜିଲ୍ଳା ଓ ରାଉରକେଲା ଲକଡାଉନ ରହିବ…