Odia News Portal

ଆମ ପୋଲିସ ଜୀବନ ତ ଏମିତି, ଆଜି ଏଠି ତ କାଲି ସେଠି : ସାଗରିକା ନାଥ

ଭୁବନେଶ୍ବର :  ମୋ ଜୀବନର ଏକ ପ୍ରିନ୍ସିପୁଲ ଅଛି- ଜୀବନରେ କେଉଁଠି  ନା କେଉଁଠି  ଦେଖା ହେବ ତେଣୁ  ‘କଭି ଅଲବିଦା ନା କେହନା’ । ଆଜି ବିଦାୟୀ ସମ୍ବର୍ଦ୍ଧନା ବେଳେ କିଛି ଏଭଳି କହିଥିଲେ  କଟକ-ଭୁବନେଶ୍ବର ଟ୍ରାପିକ ଡିସିପି ସାଗରିକା ନାଥ। ଗତ ୨୪ ଅଗଷ୍ଟ ୨୦୧୯ରେ କମିଶନରେଟ ପୋଲିସରେ ପ୍ରଥମ…

ସୁନା ମଣିଷର ସୁନା ମାସ୍କ

କଟକ : ସୁନା ମଣିଷର ସୁନା ମାସ୍କ । କରୋନାରୁ ସୁରକ୍ଷା ଦେଉଥିବା ମାସ୍କ ଏବେ ଫ୍ୟାସନ୍‌ ପାଲଟି ଯାଇଛି । କଟକର ଜଣେ ବ୍ୟକ୍ତି ସୁନାରେ ତିଆରି ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । କରୋନା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିଏ ହାତ ତିଆରି ମାସ୍କ ବ୍ୟବହାର କରୁଥିବା ବେଳେ…

ରାଜ୍ୟରେ ଆଜି ପୁଣି ୪୦୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : କରୋନା ଯୋର୍ଦ୍ଧାଙ୍କ ପାଇଁ ଖୁସି ଖବର । ରାଜ୍ୟରେ ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଯାଜପୁରରେ ସର୍ବାଧିକ ୯୮ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗଞ୍ଜାମରୁ ୮୪ ଜଣ ଭଲ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୪୬, ଗଜପତିରୁ ୩୬ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥଙ୍କ…

ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ

ଭୁବନେଶ୍ବର : ଆଜି ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ପଳାଶୁଣି ଠାରେ ବୃକ୍ଷ ରୋପଣ କରାଯାଇଛି। ଏଥିରେ ଅତିଥି ଭାବେ ରାଜ୍ୟ ଜଳ ଯୋଗାଣ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ମହାନ୍ତି ଓ ସେବା ଫାଉଣ୍ଡେସନର ଉପଦେଷ୍ଟା  ଅଶୀଳ କୁମାର ବ୍ରହ୍ମ ଯୋଗଦେଇ ଔଷଧୀୟ ଚାରା ରୋପଣ କରିଥିଲେ।…

୧୪ ବର୍ଷରେ ସୋଆ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର () ଜୁଲାଇ ୧୭ ତାରିଖ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସୋଆ ବିଶ୍ୱବିଦ୍ୟାଳୟ ୧୪ ବର୍ଷରେ ପଦାର୍ପଣ କରିଛି । ୧୯୫୬ ମସିହା ୟୁଜିସି ଆକ୍ଟର ଧାରା ୩ ଅନୁଯାୟୀ ସୋଆ ବିଶ୍ୱବିଦ୍ୟାଳୟ ୨୦୦୭ ଜୁଲାଇ ୧୭ ତାରିଖ ଦିନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା । ଆଜି…

ମନ୍ତ୍ରୀଙ୍କ ନେତୃତ୍ୱରେ “ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ

ବାଲେଶ୍ଵର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତର ସାରକୋଣା ପ୍ରାଥମିକ ନୋଡ଼ାଲ ବିଦ୍ୟାଳୟରେ “ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି । କୋଭିଡ୧୯ର…

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲର ରେକଡ

ଭୁବନେଶ୍ୱର()   ସହରାଞ୍ଚଳ ଛାତ୍ର ଛାତ୍ରୀଙ୍କ ଠାରୁ ଗ୍ରାମାଞ୍ଚଳର ଛାତ୍ରୀ କିଛି କମ ନୁହନ୍ତି । ସେମାନେ ବି ସହରର ଚାକଚକ୍ୟ ପରିବେଶରେ ପାଠ ପଢୁଥିବା ପିଲାଙ୍କୁ ପଛରେ ପକାଇ ଦେଇ ପାରିବେ । ଏଥିପାଇଁ ଦରକାର ଉତ୍ତମ ପରିବେଶ । ପାଠ ପଢା ଲାଗି ଉତ୍ତମ ପରିବେଶ ଆଉ ସଠିକ ଗାଇଡାନ୍ସ ମିଳିଲେ…

ନୀଳମଣି ସାମଲ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି

ଭୁବେନଶର()  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ନୀଳମଣି ସାମଲ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତିଭାବେ ନିର୍ବାଚିତ ହାଇଛନ୍ତି । ଅଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ସମିତିର ଅନୁମୋଦନ କ୍ରମେ ରାଜ୍ୟ ସମିତିର ସଭାପତିଭାବେ ଶ୍ରୀ ସାମଲଙ୍କୁ ନିର୍ବାଚିତ…

ଭୁବନେଶ୍ୱରରୁ ଆଉ ୬୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର () ଆଜି ରାଜଧାନୀ ଭୁବନେଶ୍ୱରରୁ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୦ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିକ୍ରମରେ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୯୧୯କୁ ବୃଦ୍ଧି ପାଇଛି । ୯୧୯ ପଜିଟିଭଙ୍କ…

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି() ସ୍ୱାଭିମାନ ଅଞ୍ଚଳରେ ଡ଼ିଭିଏଫ ଓ ଏସଓଜି ଯବାନଙ୍କ ମିଳିତ ଉଦ୍ୟମରେ ମାଓ ଶିବିର ଉପରେ ଚଢ଼ାଉ ହୋଇଛି । ଏହାସହ ଆନ୍ଧ୍ର ଓଡ଼ିଶା ସୀମା ମୁଚିମପୁଟ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଉଲ୍ଲେଖଯୋଗ୍ୟ ଯେ ସକାଳୁ ସ୍ୱାଭିମାନ ଅଞ୍ଚଳରେ ଅପରେସନ ଆରମ୍ଭ ହୋଇଥିଲା…