ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ରଣହୁଙ୍କାର
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ରଣହୁଙ୍କାର। କେହି ବି ବିଶ୍ୱର ଶକ୍ତି ଆମକୁ ନାଲି ଆଖି ଦେଖାଇବା ସହ ଆମର ଇଞ୍ଚେ ବି ଜାଗା ନେଇପାରିବ ନାହିଁ । ଭାରତ କେବେ କାହାକୁ ଆକ୍ରମଣ କରିନି କି କେଉଁ ଦେଶର ଜମିକୁ କବଜା କରିନାହିଁ । ଚୀନ୍ ସହ ଜାରି ସୀମା ବିବାଦ ମଧ୍ୟରେ …
