Odia News Portal

ସମର୍ପିତ ଓଡ଼ିଶା ଓ କମିଶନରେଟ ପୋଲିସର ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ଆଜି ସମେଇଗାଡ଼ିଆ ଠାରେ ସମର୍ପିତ ଓଡିଶା ଓ କମିଶନେରେଟ ପୋଲିସର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଆୟୋଜନ କରାଯାଇଥିଲା। ସମାଜସେବୀ ଦେବେନ୍ଦ୍ର ପତି ଓ ଶ୍ରୀମତୀ ସୁନିତା ପତିଙ୍କର ସଂଯୋଜନାରେ କ୍ୟାପିଟାଲ ହସ୍ପିଟାଲର ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗ୍ରହ…

ଓଡ଼ିଶାରେ କେନ୍ଦ୍ରୀୟ ଟିମ : ବୁଲିବେ ଏହି ସଵୁ ଜିଲ୍ଲା

ଭୁବନେଶ୍ୱର:  ବାତ୍ୟା ଅମ୍ଫାନ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱର ରେ ପହଞ୍ଚିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ୭ ଜଣିଆ ଟିମ ୪ଟି ଜିଲ୍ଲା ଗସ୍ତ କରିବେ । ୪ଜିଲ୍ଲା ହେଉଛି…

ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି

ଭୁବନେଶ୍ୱର : ବିହାର ଓ ଛତିଶଗଡ଼ ଉପରେ ସୃଷ୍ଟ ଟ୍ରପଲାଇନ ଯୋଗୁଁ ରାଜ୍ୟରେ ବର୍ଷା ସମ୍ଭାବନା । ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଏନେଇ ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଟ୍ରପ୍…

ପୂର୍ବତନ ବିଧାୟକ ବିପନ ଦାଶ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ବିପିନ୍ ଦାଶ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପୂର୍ବତନ ବିଧାୟକ ଶ୍ରୀ ଦାଶଙ୍କର ଯୋଗଦେବାକୁ ଆନୁଷ୍ଠାନିକ ଭାବରେ…

ଅମ୍ପାନ କ୍ଷୟକ୍ଷତିର ସମୀକ୍ଷା ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର() ନିକଟରେ ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନ ଯୋଗୁଁ ରାଜ୍ୟର ୪ଟି ଜିଲ୍ଳାରେ ଅଧିକ କ୍ଷୟକ୍ଷତି ଘଟିଛି । ଏହି କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ୪ଟି ଜିଲ୍ଲା ଗସ୍ତ କରିବେ । ୪ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,…

୧୮ ଘଣ୍ଟାର ନାଟକର ଅବସାନ : ପୁଣି ବିଜେପିକୁ ଫେରିଲେ ଜଗା

ଭୁବନେଶ୍ୱର : ୧୮ ଘଣ୍ଟାର ନାଟକର ଅବସାନ । କାଲି ବିଜେପିରୁ ଇସ୍ତଫା ଦେଇଥିବା ଜଗନ୍ନାଥ ପ୍ରଧାନ ଆଜି ତାଙ୍କ ଇସ୍ତଫା ଫେରାଇ ନେଇଛନ୍ତି । ବାବୁ ସିଂଙ୍କୁ ଭୁବନେଶ୍ବର ଜିଲ୍ଲା ସଭାପତି ତାୟୀତ୍ବ ମିଳିବା ପରେ ଇସ୍ତଫା ଦେଇଥିଲେ ଜଗନ୍ନାଥ । ଦଳୀୟ ନେତାଙ୍କ ମାନ ଭଞ୍ଜନ ପରେ ପୁଣି ହାତ…

ଆଇପିଏସ୍‌ଙ୍କ ଘରୁ ଚୋରି ଘଟଣା : ୩ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଆଇପିଏସ୍‌ ଅଧିକାରୀଙ୍କ ଘରୁ ଚୋରି ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯେଉଁଠି ଆଇପିଏସ୍‌ ଅଧିକାରୀଙ୍କ ଘରେ ଚୋରି ହେଉଛି ସେଠି ସାଧାରଣ ଲୋକଙ୍କ କଥା ପଚାରେ କିଏ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ରାଜଧାନୀରେ ଥିବା ଆଇପିଏସ୍‌ ଅଧିକାରୀଙ୍କ କ୍ୱାଟର୍ସରୁ ଚୋରି…

ଭାରସାମ୍ୟ ହରାଇ  ଓଲଟିଲା ବରଯାତ୍ରୀ ଗାଡ଼ି

ଜୟପୁର :  କୋରାପୁଟ ଗୁରୁମାଈଗୁଡ଼ା ଘାଟିରେ ଭାରସାମ୍ୟ ହରାଇ  ଓଲଟିଲା ବରଯାତ୍ରୀ ଗାଡ଼ି। ଘଟଣା ସ୍ଥଳରେ ୨ ମହିଳା ମୃତ ୨୦ ଆହତ ହୋଇଛିନ୍ତି। ଆହତଙ୍କ ମଧ୍ୟରେ ୪ ଗୁରୁତର ଥିବା ସୂଚନା ମଳିଛି। ଗୁରୁତରଙ୍କୁ ଜୟପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୧୬ ଜଣ ଆହତଙ୍କୁ ବୋରିଗୁମ୍ମା…

ପୋଲ ଡ୍ୟାନ୍ସ ଅଭ୍ୟାସ କରୁଥିବା ସମୟରେ ଏହି ଅଭିନେତ୍ରୀ ଆହତ

ଅଭିନେତ୍ରୀ ମନ୍ଦାନା କରିମୀ ସୁନ୍ଦରତା ଏବଂ ବୋଲ୍ଡନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହାଛଡା ନିଜ ଫ୍ୟାନଙ୍କ ହୃଦୟକୁ ଚୋରାଇବାରେ ବେଶ୍‌ ପାରଙ୍ଗମ ଏହି ଅଭିନେତ୍ରୀ। ଏବେ ମନ୍ଦାନା ନୂଆ ୱେବସିରିଜ ‘ କ କସୀନୋ’ ପାଇଁ ପୋଲ ଡ୍ୟାନ୍ସ କରୁଥିଲେ। ଡ୍ୟାନ୍ସ ଶିଖୁଥିବା ସମୟରେ…

ରାଜଧାନୀରେ ଚାଞ୍ଚଲ୍ୟ : ପାଞ୍ଚ ବର୍ଷର ପୁଅକୁ ହତ୍ୟା କଲେ ପଡ଼ୋଶୀ ମହିଳା

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ପାଞ୍ଚ ବର୍ଷର ପୁଅକୁ ହତ୍ୟା କଲେ ପଡ଼ୋଶୀ ମହିଳା । ପାତ୍ରପଡ଼ା ରାଜୀବ ନଗରରେ ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଛି । ଜଣେ ମହିଳା ଏହି ଭୟଙ୍କର କାଣ୍ଡ ଘଟାଇବା ସହ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣକ ହେଉଛନ୍ତି…